Latest Odisha News

BREAKING NEWS

ସନେଟ : ସପନ ସଞ୍ଜରେ

ଅଞ୍ଜଳି ଗିରି ଆଶାୟୀ ହୃଦୟେ ରାତ୍ରି ଅଗଣାରେ ଚିକିମିକି ତାରାଫୁଲ, ପ୍ରୀତି ପ୍ରଣୟରେ ବିରହ ଦୀପକ ସାଜିଣ ମାଗନ୍ତି ମୂଲ । ବହଳ ଚାନ୍ଦିନୀ ବିଞ୍ଚିଦେଇ ଜହ୍ମ ଜଗାଏ ମହୁଲି ନିଶା, କିଛି କିଛି ସ୍ବପ୍ନ ଆବେଗ ଉଛ୍ୱ।ସ ବଖାଣିଲେ ହୃଦ ଭାଷା ।। ଶାନ୍ତ ସମୀରଣ ଜାଗେ ଶିହରଣ ମଉଳା ମନକୁ…

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାର୍ଥ-ଅଠାରେ ଯାହା ଯୋଡ଼ା ଭାଂଗିଲେ ହୁଏନି ସଜଡ଼ା ଛିଡ଼ିଗଲେ ବଂଧନ ଡୋର କୁଟୁଂବ ହୁଏ ବାର ଦ୍ବାର ସୁଯୋଗ ଉଂଡୁଥିବା ଦଳ ବିରୋଧ କରଂତି ପ୍ରବଳ ଥରଟେ ଚାଖିଲେ କ୍ଷମତା ହରାଂତି ବୁଦ୍ଧି, ଜ୍ଞାନବତ୍ତା ଶାସକ, ବିରୋଧୀ ମଧ୍ୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର…

୯ ଦିନ ପରେ ରନ୍ଧାଖାଦ୍ୟ ଖାଇଲେ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକ, ୧୦ମ ଦିନରେ ସାମ୍ନାକୁ ଆସିଲା ଭିତରର ଦୃଶ୍ୟ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ବିଷୟରେ ଆସିଲା ଆଶ୍ୱସ୍ତିର ଖବର । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଇଛି ରନ୍ଧାଖାଦ୍ୟ । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ…

ଅଜଗର ସହ ଖେଳିଲେ ଅନନ୍ୟା, ଫଟେ କଲେ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଖୁବ ଚର୍ଚ୍ଚାରେ । କିଛ ଦିନ ହେବ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି । ଅନନ୍ୟା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ନିକଟରେ ସେ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ…

ପ୍ରକୃତିର ବିସ୍ମୟ: ଗଛରୁ ଝରଣା ଭଳି ଅନବରତ ବହିଚାଲିଛି ପାଣି

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନରେ ଚମତ୍କାର ଜିନିଷ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏନାହିଁ । ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଗଛରୁ ଅନବରତ ଭାବେ ପାଣି ପ୍ରବାହିତ ହେଉଛି । ଲୋକମାନେ…

ରାଗୋତ୍ସବ-୨୦୨୩ ଉଦ୍‌ଯାପିତ, ଓଡ଼ିଶୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ବିଭୋର

ଭୁବନେଶ୍ୱର: ଜେଏସଡ଼ବ୍ଲ୍ୟୁ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ବାର୍ଷିକ ସଙ୍ଗୀତ କାର୍ଯ୍ୟକ୍ରମ ରାଗୋତ୍ସବ ୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ହିନ୍ଦୁସ୍ତାନୀ…

ବନାରସ-ସମ୍ବଲପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଉଦଘାଟନ କଲେ ଦୁଇ…

ଭୁବନେଶ୍ୱର: ରେଳ ବିଭାଗ ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ କ୍ଷେତ୍ର ଓଡ଼ିଶାର କାୟାକଳ୍ପ କରିବା ସହ ‘ପୂର୍ବୋଦୟ’ର ପ୍ରମୁଖ ମାଧ୍ୟମ ହେବ ବୋଲି ସୋମବାର ସମ୍ବଲପୁର ରେଳ ଷ୍ଟେସନରେ କେନ୍ଦ୍ର ରେଳ, ଯୋଗାଯୋଗ,…

ଆଗକୁ ଆସିବ ‘ଟାଇଗର ୪’, ଘୋଷଣା କଲେ ସଲମାନ

ମୁମ୍ବାଇ: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିବା ଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଦେଶ ତଥା ବିଶ୍ୱର ବହୁ ବିଶିଷ୍ଠ…

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ…