ଶିଶୁ ଗଳ୍ପ : ପୁପୁନିର ଶୀତ ସକାଳ
କୁଞ୍ଜ ବିହାରୀ ସାହୁ
ଆଜି ରବିବାର । ପୁପୁନି ଆରାମରେ ଶୋଇଛି । ସକାଳୁ ଉଠିପଡ଼ି ତା’ ବୋଉ ପୁପୁନିର ଦେହ ଉପରେ କମ୍ବଳ ଘୋଡ଼େଇଦେଲେ । ଭାବିଲେ – ଆଜି ତ ରାବିବାର ସ୍କୁଲ ଛୁଟି । ବାହାରେ ସିରିସିରି ପବନ ବୋହୁଛି । ବୁଲିଲେ ଦେହରେ ଥଣ୍ଡା ପଶିଯିବ । ପୁପୁନି ତ ଗେଲବରଷର । ତା ଦେହ…