Latest Odisha News

BREAKING NEWS

Hong Kong Building Fire: ବହୁମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ; ୪୪ ଜଣଙ୍କ ମୃତ୍ୟୁ…ଅନେକ ନିଖୋଜ

ନୂଆଦିଲ୍ଲୀ: ହଂକଂର ତାଇ ପୋ ଜିଲ୍ଲାରେ ଏକ ୩୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୪ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ଅଛନ୍ତି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଅନ୍ୟପଟେ ୩୦୦ ଜଣ ନିଖୋଜ ଅଛନ୍ତି। ଆହତ ଏବଂ ପ୍ରଭାବିତଙ୍କ ପାଇଁ ଏକ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହେଲା ଓଡ଼ିଶା ପାଭିଲିୟନ୍

ଭୁବନେଶ୍ବର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ହୋଇଯାଇଛି ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫। ଶ୍ରେଷ୍ଠତ୍ଵ ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡ଼ିଶା ପାଭିଲିୟନ୍। ଲଗାତାର ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିବ ଓଡ଼ିଶା ପାଭିଲିୟନ୍। ସୂଚନା ଅନୁଯାୟୀ,…

BJD: ‘ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି’

ଭୁବନେଶ୍ୱର: ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ…

୪୬ ଲକ୍ଷ ବିବାହରେ ଏତେ ଟଙ୍କାରେ ବିକ୍ରି ହେବ ସୁନା, ସଂଖ୍ୟା ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଏବର୍ଷର ବିବାହ ସିଜନ୍‌କୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସିଜନ୍ ବୋଲି କୁହାଯାଉଛି। ଏହାର ଆକଳନ କରିବାକୁ ହେଲେ ଏତିକି ଜାଣିଲେ ହିଁ ପର୍ଯ୍ୟାପ୍ତ – ୧ ନଭେମ୍ବରରୁ ୧୪ ଡିସେମ୍ବର ମଧ୍ୟରେ ଦେଶରେ ପ୍ରାୟ ୪୬ ଲକ୍ଷ ବିବାହ ହେବାର ଆକଳନ ରହିଛି। କନ୍‌ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ…

ବର୍ଷିଲା ଭାରତ; କାହାକୁ ଭାଷଣ ମାରିବାର ପାକିସ୍ତାନର ନୈତିକ ଅଧିକାର ନାହିଁ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ ସମାରୋହ କୁ ନେଇ ପାକିସ୍ତାନ ଦେଇଥିବା ମନ୍ତବ୍ୟ ପରେ ବୁଧବାର ଦିନ ଭାରତ ନିଜର ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନ ନିଜର ମାନବାଧିକାର ରେକର୍ଡ ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର…

ସୁନାଠୁ ବି ଅଧିକ ଟଙ୍କାରେ କାହିଁକି ବିକ୍ରି ହୁଏ କସ୍ତୁରୀ, ଏହା ଦେଖିବାକୁ କେମିତି ?

ନୂଆଦିଲ୍ଲୀ: ଏହା କୌଣସି ଧାତୁ ନୁହେଁ, କୌଣସି ରତ୍ନ ମଧ୍ୟ ନୁହେଁ ଏହା ହେଉଛି କସ୍ତୁରୀ। ପ୍ରଶ୍ନ ଉଠୁଛି, ଏଥିରେ ଏପରି କ’ଣ ଅଛି ଯାହାକୁ ପାଇବା ପାଇଁ ଦେଶଗୁଡ଼ିକରେ ଚୋରା ବେପାର ହେଉଛି ଏବଂ ବୈଜ୍ଞାନିକମାନେ ଏହାକୁ ଡାକ୍ତରୀ ଚମତ୍କାର ମାନୁଛନ୍ତି? ଏହା କେମିତି ଦେଖାଯାଏ, କେଉଁଠାରୁ ମିଳେ…

ଜେଲରେ ଜନ୍ମ ହେଉଥିବା ପିଲାଙ୍କ କିପରି ହୁଏ ଲାଳନପାଳନ? କେମିିତି ପାଠପଢ଼ନ୍ତି ସେମାନେ

ନୂଆଦିଲ୍ଲୀ: ଜେଲ ଭିତରେ କନ୍ୟା ସନ୍ତାନ ଜନ୍ମ ଦେଲେ ଜଣେ କଏଦୀ । ନୀଳ ଡ୍ରମ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁସକାନ ରସ୍ତୋଗୀ ମେରଠ ଜେଲରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ଜେଲ ପ୍ରଶାସନ କହିଛନ୍ତି ଯେ, ଡାକ୍ତରମାନେ ମୁସକାନଙ୍କର ନର୍ମାଲ ଡେଲିଭରି କରାଇଛନ୍ତି। ମା’ ଓ ଝିଅ ଉଭୟ…

Drug Control Team: ବେଆଇନ ଗର୍ଭ ନିରୋଧକ ବଟିକା ବିକ୍ରି ନେଇ ଡ୍ରଗସ କଣ୍ଟ୍ରୋଲ ଟିମ୍ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମ୍ ର ଚଢାଉ । ବେଆଇନ ଗର୍ଭ ନିରୋଧକ ବଟିକା ବିକ୍ରି ନେଇ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରର ବିଭିନ୍ନ ମେଡ଼ିସିନ ଦୋକାନରେ ଏହି ଚଢାଉ କରାଯାଇଛି । ଏନେଇ ଦୋକାନର ଷ୍ଟକ ରିପୋର୍ଟ ଯାଞ୍ଚ ସହସେଲ ରିପୋର୍ଟ ମଧ୍ୟ ଯାଞ୍ଚ କରାଯାଉଛି ।…

ଭାରତରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତରେ ଆୟୋଜିତ ହେବ । ବୁଧବାର କମନୱେଲଥ ସ୍ପୋର୍ଟ ଅହମ୍ମଦାବାଦକୁ ଆୟୋଜକ ଭାବେ ବିଧିବଦ୍ଧ ଘୋଷଣା କରିଛି । ଗ୍ଲାସଗୋରେ ଆୟୋଜିତ ହୋଇଥିବା କମନୱେଲଥ ସ୍ପୋର୍ଟ ଜେନେରାଲ ଆସେମ୍ବଲୀ ବୈଠକରେ ଭାରତର ବିଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହାର ଘୋଷଣା…

Naxals Surrender: କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ୪୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ ସଫଳତା । ପୁଣି ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ନାଁ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ର…