ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ, ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍ । ଫଳରେ ଶନିବାର ସନ୍ଧ୍ୟା ସୁଦ୍ଧା ୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବାବେଳେ ଶନିବାର କାଳେ ୪ଟି ଏବଂ ମଧ୍ୟାହ୍ନରେ ୬ଟି ଗେଟ୍ ବନ୍ଦ କରିଦିଆଯାଇଥିଲା ।…