ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…
ଭୁବନେଶ୍ବର: ସୁନା ଓ ରୁପା ଦରରେ ହ୍ରା ଅଳଙ୍କାର କ୍ରୟ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଆଶ୍ବସ୍ତିକର ଖବର । ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୩୩୫୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୩୩ ହଜାର ୭୦୦ ଟଙ୍କା ରହିଥିବାବେଳେ,…