Latest Odisha News

BREAKING NEWS

ଆମେ ମୁଣ୍ଡ ନୁଆଁଇବୁ ନାହିଁ କି ଭୟ କରିବୁ ନାହିଁ: ସାଉଦି ବିଦେଶ ମନ୍ତ୍ରୀଙ୍କ ଚେତାବନୀ

ରିୟାଦ: ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ଆକ୍ରମଣ ମଧ୍ୟରେ ସାଉଦି ଆରବ ତେହେରାନକୁ ଚେତାବନୀ ଦେଇଛି। ସାଉଦି ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ କହିଛନ୍ତି ଯେ ଇରାନକୁ ଏହାର ପଡ଼ୋଶୀଙ୍କ ଉପରେ ଆକ୍ରମଣର ପରିଣାମ ଭୋଗିବାକୁ ପଡିବ। ସେ କହିଛନ୍ତି, ଯଦି ଇରାନ ବିଶ୍ୱାସ କରେ ଯେ…

ଅଶ୍ଳୀଳତାରେ ଭରପୁର ‘ସରକେ ଚୁନର’

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ନୋରା ଫତେହି ଏବଂ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ଅଡୁଆରେ। ଆଗାମୀ ଫିଲ୍ମ 'କେଡି: ଦ ଡେଭିଲ୍'ର ଏକ ଗୀତ 'ସରକେ ଚୁନର'କୁ ନେଇ ଦେଖାଦେଇଛି ତୀବ୍ର ବିବାଦ। ଏହି ଗୀତରେ ଅଶ୍ଳୀଳତା ଏବଂ ଅସଦାଚରଣ ଥିବା ଅଭିଯୋଗ କରି ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା…

ଇରାନକୁ ଖୋଲାଖୋଲି ଟ୍ରମ୍ପଙ୍କ ଚେତାବନୀ

ୱାଶିଂଟନ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ କତାରର ତରଳ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି ଉପରେ ଆହୁରି ଆକ୍ରମଣ କରେ ତେବେ ୱାସିହଟନ ଦକ୍ଷିଣ ପାର୍ସ ଗ୍ୟାସ କ୍ଷେତ୍ର ଉପରେ ଏକ ବଡ଼ ବୋମା ମାଡ଼ କରିପାରେ। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ…

୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲା: ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ

ଭୁବନେଶ୍ୱର: ୫.୫୬ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲାରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ସଫଳତା ହାସଲ କରିଛି। ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଗିରଫ କରାଯାଇଛି। କୋରେଇ ଶିକ୍ଷା…

Thunderstorm Warning: ରାଜ୍ୟରେ ୫ ଦିନ କାଳବୈଶାଖୀ, ଝଡବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ୫ ଦିନ କାଳବୈଶାଖୀ ଆଶଙ୍କା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଏହା ପ୍ରଭାବରେ ପ୍ରତିଦିନ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଏବଂ ସ୍ଥାନେ ସ୍ଥାନେ ପବନ ହୋଇପାରେ। ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇବ। ଆସନ୍ତା ୨୪ ଘଣ୍ଟା…

ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ଫଳ

କଟକ: ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ। ରାଜ୍ୟର ୩୦ଟି ଜିଲ୍ଲାର ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ମାଟ୍ରିକ ଖାତା ଦେଖା ପାଇଁ ଏହି ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ମୂଲ୍ୟାୟନ ପାଇଁ…

ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ

ବାଲେଶ୍ବର: ପ୍ରାୟ ୨୦ ଫୁଟ ଓଭରବ୍ରିଜ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ୍। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଦେଲା ଧକ୍କା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରୁ ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ…

ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ରାଜ୍ୟ ଡେଭଲପର୍ସଙ୍କ ଦାବି

ଆଧୁନିକ ସହରାଞ୍ଚଳ ଯୋଜନାର ଆବଶ୍ୟକତା ସହିତ ତାଳ ଦେଇ ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ଦାବି କରିଛନ୍ତି ରାଜ୍ୟର ଡେଭଲପର୍ସ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାର ଜମି କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସକାରାତ୍ମକ ପଦକ୍ଷେପ ନେଇଛନ୍ତି, ଯାହାଫଳରେ ପ୍ରକଳ୍ପ…

କଟକରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କଲା TPCODL, ଉପକୃତ ହେବେ ୭ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା

କଟକ: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ସଫଳତାର ସହ କଟକରେ ଇଏଚଟି ଟାୱାର ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି, ଯାହା ସହରର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଯଥେଷ୍ଟ ସୁଦୃଢ଼ କରିଛି । ଏହି ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ, ପାୱାର ନେଟୱାର୍କର…

କବି ପ୍ରସନ୍ନ ମିଶ୍ରଙ୍କ ୮୫ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ୱର: କବି ପ୍ରସନ୍ନ ମିଶ୍ରଙ୍କ ୮୫ତମ ଜୟନ୍ତୀ ଉପଲକ୍ଷେ 'ଫାଲଗୁନ ଆସର' କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ରମେଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ବିଶିଷ୍ଟ ଅଧ୍ୟାପିକା ତଥା ସମାଲୋଚିକା ସଂଘମିତ୍ରା…