Latest Odisha News

BREAKING NEWS

ରୋଜଗାର ମେଳାରେ ଓଡ଼ିଶାର ୩୦୩ ଜଣଙ୍କୁ ମିଳିଲା ନିଯକ୍ତିପତ୍ର

ନୂଆଦିଲ୍ଲୀ:ସାରା ଦେଶରେ ଆଜି ଆୟୋଜିତ ହୋଇଛି ରୋଜଗାର ମେଳା । ଦେଶର ୪୩ଟି ସ୍ଥାନରେ ଆୟୋଜିତ ମେଳାରେ ଭିଡିଓ କନଫରନେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର  ବାଣ୍ଟିଛନ୍ତି । ଏହି କ୍ରମରେ ଆଜି ଓଡ଼ିଶାର ୩୦୩ ଜଣଙ୍କୁ ମିଳିଛି…

ଏଆଇ ପ୍ରତି ସାବଧାନ! ନକଲି ଭଏସ କଲ ଦ୍ୱାରା ହେଉଛି ଫ୍ରଡ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେକ୍ନୋଲୋଜି ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ବହୁମାତ୍ରାରେ କରାଯାଉଛି। ଏହା ଭବିଷ୍ୟତରେ ଏକ ବଡ଼ ସମ୍ଭାବନା ଭାବରେ ଦେଖାଯାଉଛି। ଯେପରି ଇଣ୍ଟରନେଟ୍ ସମଗ୍ର ବିଶ୍ୱକୁ ବଦଳାଇଥିଲା, ଠିକ୍ ସେହିପରି ଏଆଇ ମଧ୍ୟ ସମଗ୍ର ବିଶ୍ୱକୁ ବଦଳାଇ ଦେବ।…

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ 'ରିଫ୍ଲେକସନ୍ସ' ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ…

ପାକିସ୍ତାନରେ ତାଣ୍ଡବ ରଚିପାରେ ବାତ୍ୟା ‘ବିପର୍ଯ୍ୟୟ’, ବାଦଲଫଟା ବର୍ଷା ଆଶଙ୍କା

କରାଚୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭାରତ ଏବଂ ପାକିସ୍ତାନ ଉପକୂଳକୁ ଦ୍ରୁତ ଗତିରେ ମାଡିଆସୁଛି । ବାତ୍ୟା ବିପର୍ଯ୍ୟୟ ଉପକୂଳ ଛୁଇଁବାବେଳେ ତାଣ୍ଡବ ରଚିବ  । ଏହା ଜୁନ ୧୫ରେ ଗୁଜରାଟ ଏବଂ କରାଚୀ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ପାକିସ୍ତାନ ପାଣିପାଗ…

ଦଳିତ ବିରୋଧି ବିଜ୍ଞାପନ ଦେଇ ଫସିଲା ଜୋମାଟୋ, ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ପୁଣି ଏକ ବିବାଦ ଭିତରେ ଛନ୍ଦି ହୋଇଛି ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ। ଏଥର ଏକ ବିଜ୍ଞାପନକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଜଣାପଡିଛି। ସମ୍ବିଧାନର ଧାରା ୩୩୮ ଅନୁଯାୟୀ, ଏକ ସାମ୍ବିଧାନିକ ସଂସ୍ଥା ପ୍ରତିଷ୍ଠିତ ରାଷ୍ଟ୍ରୀୟ ଅନୁସୂଚିତ ଜାତୀୟ ଆୟୋଗ ପକ୍ଷରୁ ଜୋମାଟୋର…

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟରେ ବିସ୍ଫୋରଣ ଯୋଗୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

କୋରାପୁଟ: ରାଜ୍ୟରେ ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବାରମ୍ବାର ବିଦ୍ୟୁତ୍ କାଟ୍ ନେଇ ଅଭିଯୋଗ ଆସୁଥିବା ବେଳେ ସେପଟେ କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟ୍‌ରେ ବିସ୍ଫୋରଣ ହୋଇଛି। ଫଳରେ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବାଧା ପ୍ରାପ୍ତ ହୋଇଛି l ଏହି ବିସ୍ଫୋରଣ…

ଆଜି ଓ କାଲି ଉପକୂଳ ଓଡ଼ିଶାରେ ସାମାନ୍ୟ ଆଶ୍ୱସ୍ତି; ଆହୁରି ୫ ଦିନ ତାତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଖରାର ତାଉ କମିଥିଲେ ବି ଗୁଳୁଗୁଳି ଜାରି ରହିଛି। ଗତକାଲି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିଥିଲା। ଏଥିରେ ଗଛପତ୍ର ଉପୁଡ଼ି ପଡ଼ିବା ସହ ବିଜୁଳି ସେବା ବାଧାପ୍ରାପ୍ତ…

ଆଜି ଦଶମୂଳ ମୋଦକ ଖାଇ ସୁସ୍ଥ ହେବେ ମହାପ୍ରଭୁ

ପୁରୀ: ଜ୍ୱରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଣସର ଘରେ ଚାଲିଛି ଚିକିତ୍ସା । ରାଜବୈଦଙ୍କ ପରାମର୍ଶ ଅନୁଯାୟୀ ଫୁଲୁରୀ ତେଲ ଓ ଓଷଲାଗି ପରେ ବି ଠାକୁରଙ୍କ ଜର ଛାଡ଼ିନି । ଆଜି ମହାପ୍ରଭୁଙ୍କୁ ଦିଆଯବ ଦଶମୂଳ ମୋଦକ । ଶ୍ରୀମନ୍ଦିର ରାଜବୈଦଙ୍କ ଘରେ ଚାଲିଛି ଏହି ମୋଦକ ତିଆରି । ଆଜି ଦଶମୀ…

ଗହମ ଦର ବୃଦ୍ଧି ଉପରେ ରୋକ ​​ଲଗାଇବାକୁ ନିଷ୍ପତ୍ତି, ସଂରକ୍ଷଣ ସୀମା ଧାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ: ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସରକାର ଗହମ ଉପରେ ସଂରକ୍ଷଣ ସୀମା(ଷ୍ଟକ୍ ଲିମିଟ୍) ଧାର୍ଯ୍ୟ କରିଛନ୍ତି ଏବଂ ଗହମ ଦର ବୃଦ୍ଧି ଉପରେ ରୋକ ​​ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି। ଖୋଲା ବଜାର ବିକ୍ରି ଯୋଜନା…