Latest Odisha News

BREAKING NEWS

ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ପାରା ଆଥଲେଟଙ୍କ ସହ ସମୟ କାଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ଭାରତୀୟ ଆଥଲେଟ ୨୯ ସ୍ୱର୍ଣ୍ଣ ସମେତ ୧୧୧ ପଦକ ଜିତିଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତନ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ଆଥଲେଟମାନଙ୍କ ସହ ସମୟ କାଟିଥିଲେ । ମେଜର ଧ୍ୟାନଚାନ୍ଦ…

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟି ଦେବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ଚଳିତ ବର୍ଷ ଶୁଭ ଥିଲା । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏସବୁ ଖୁସିରେ ସେ ତାଙ୍କ…

ଏମିତି ମନ୍ଦିର, ଯେଉଁଠି ବାଜେ ନାହିଁ ଶଙ୍ଖ

ମନ୍ଦିର ନାଁ ଶୁଣିବା ମାତ୍ରେ ମନକୁ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ଆସେ । କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ । ଏହି ମନ୍ଦିରରେ ବିନା କୌଣସି ଶବ୍ଦରେ ଆରତି କରାଯାଏ । ଶଙ୍ଖ ଧ୍ୱନି ନ ବାଜିବା ପଛରେ ଏକ ବଡ଼ ରହସ୍ୟ ରହିଛି । ଆପଣ ଏହାର ରହସ୍ୟ ଜାଣିଲେ…

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼

ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା…

୧୫୭ ଅକ୍ଷର ବିଶିଷ୍ଟ ନବଜାତକର ନାଁ

ଭାରତୀୟ ଚଳଣିରେ ନବଜାତକର ନାମକରଣ ବିଶେଷ ଗୁରୁତ୍ୱ ରଖେ । ଏଥିରେ ବଂଶ , ବୁନିଆଦ ତଥା ଗ୍ରହ,ରାଶି ଓ ନକ୍ଷତ୍ର ଚଳଣିକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ଏହି ଧାରାରେ ଭିନ୍ନତା ପରିଲକ୍ଷିତ ହୁଏ । ନବଜାତକର ନାମକରଣ କରିବାକୁ ଯାଇ ଅନେକ ସମୟରେ ବାପାମାଆ ଏମିତି କିଛି କରି ବସନ୍ତି,…

ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୃହତ ବିଜୟ

ପୁଣେ: ଚଳିତ ବିଶ୍ୱକପରେ କ୍ୱିଂଟନ ଡିକକ ଓ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଦକ୍ଷିଣ ଆଫ୍ରିକାକୁ ୧୯୦ ରନରେ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନ…

ସମସ୍ତଙ୍କ ଆଗରେ ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର, ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ସର୍ବ ସମ୍ମୁଖରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଲେ ଅଭିନେତା ରଣବୀର ସିଂହ । ନିକଟରେ ଅମ୍ବାନିଙ୍କ ପାରିବାରିକ ପାର୍ଟିରେ ଏହା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।…

ବେଆଇନ ବାଣ ଗୋଦାମରେ ରେଡ୍‌: ବିପୁଳ ପରିମାଣର ବାଣ ଜବତ, ୨ ଅଟକ

ବାଲେଶ୍ୱର: ଅବାଧରେ ଚାଲିଛି ବାଣ ବେପାର। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ଆଗକୁ ଦୀପାବଳି ଥିବାରୁ ବେଆଇନ ବାଣ ବ୍ୟବସାୟ ଏବେ ବଢିଚାଲିଛି। ଆଜି ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଛି। ୨୦ ଲକ୍ଷ ଟଙ୍କାରୁ…

ଭାରତକୁ ଋଷର ଉପହାର, ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ କଲା ଏହି ସ୍ୱତନ୍ତ୍ର ସୁବିଧା

ମସ୍କୋ: ଭାରତର ବନ୍ଧୁ ଦେଶ ଋଷ, ଭାରତୀୟମାନଙ୍କୁ ଏକ ବଡ ଉପହାର ଦେଇଛି । ଋଷ ତାର ଆର୍ଥିକ ସଂସ୍ଥା ତଥା ବ୍ୟାଙ୍କ ଗୁଡିକରେ ଭାରତୀୟ ମାନଙ୍କୁ ଆକାଉଣ୍ଟ ଖୋଲିବାର ନିୟମକୁ କୋହଳ କରିଛି । ରୁଷ ସରକାରଙ୍କର ଏହି ନିଷ୍ପତ୍ତି ପରେ ଭାରତୀୟମାନେ ସହଜରେ ରୁଷରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ଏହା…

ଗର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ୍‌, ହୃଦୟକୁ ଛୁଇଁଲା ଭଳି ଦେଲେ ମେସେଜ୍‌

ମୁମ୍ବାଇ: ଭିନ୍ନ ଅନ୍ଦାଜ୍‌ରେ ନିଜ ପ୍ରେମିକା ସବାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ । ଏହି ବିଶେଷ ଦିନରେ ହ୍ରିତିକ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ସୋସିଆଲ ମିଡ଼ିଆରେ ଏକ ସୁନ୍ଦର ନୋଟ ମଧ୍ୟ ସେୟାର କରିଛନ୍ତି । ତାଙ୍କର ଏହି ନୋଟ ତାଙ୍କ ପ୍ରଶସଂକଙ୍କ ହୃଦୟ…