ଅଗ୍ନିକାଣ୍ଡରେ ୭ ଗାଈବାଛୁରୀ ଜୀବନ୍ତ ଦଗ୍ଧ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ଚାଷ ଜମିରେ ନିଆଁ ଲାଗି ଜଳିଗଲେ ୭ ଗାଈବାଛୁରୀ । କେହି ଜଣେ ଚାଷଜମିରେ ନିଆ ଲଗେଇଥିବା ସନ୍ଦେହ କରାଯାଉଛି । ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀଙ୍କ ଘର ଜଳି…