Latest Odisha News

BREAKING NEWS

ମନୋଜଙ୍କ ସମର୍ଥନରେ ପଦ୍ମଶ୍ରୀ ହଳଧର ନାଗ: ଓଡ଼ିଆ ସିନେ ଆର୍ଟିଷ୍ଟଙ୍କୁ କଲେ ବିରୋଧ

ଭୁବନେଶ୍ବର : ଦୀର୍ଘଦିନ ଧରି କଳାକାରଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି  । ଏହାକୁ ରାଜନୀତିକରଣ ମଧ୍ୟ କରାଯାଉଛି  । ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମେନାଜ ମିଶ୍ରଙ୍କୁ ସମର୍ଥନ କରିଥିବାବେଳେ ଆଜି କଳାକାରଙ୍କ କଳିରେ ପଶିଛନ୍ତି ପଦ୍ବଶ୍ରୀ ହଳଧର ନାଗ  । ସେ…

ଶଙ୍ଖ ମଲମଲ ପଥରରେ ତିଆରି ହେବ ରାମଲଲାଙ୍କ ସିଂହାସନ; ଲାଗିବ ସୁନାର ପ୍ଲେଟ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି । ରାମଲଲା ଯେଉଁଠି ବିରାଜମାନ କରିବେ ତାହାର ନିର୍ମାଣ ଚାଲିଛି । ଏକ ସୁଦୃଶ୍ୟ ସିଂହାସନରେ…

ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ ଇକୋ ରିଟ୍ରିଟ୍, ୧୫ରେ ଉଦ୍ଘାଟନ ହେବ କୋଣାର୍କ ଇକୋ-ରିଟ୍ରିଟ୍

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦଘାଟିତ ହେବ । ଏଥିପାଇଁ ଏହି ସବୁ ସ୍ଥାନରେ…

ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ଆଜିଠାରୁ ତୈଳ କମ୍ପାନି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୦୧.୫୦ ପଇସା ବୃଦ୍ଧି କରିଛନ୍ତି । ପନିପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ଗ୍ୟାସ ରେଟ ସମସ୍ତଙ୍କୁ ଘାଇଲା କରିବ ।…

ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ

ମୁମ୍ବାଇ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ  । ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଆଇସିସିକୁ ଅବଗତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜୟ ଶାହା । ଆସନ୍ତା କାଲି…

ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ବ ପତ୍ର : ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ନିମ୍ବ ପତ୍ର  ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ଆସନ୍ତୁ ଜାଣିବା  । ନିମ୍ବ ପତ୍ରରେ…

ବଚନ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯାହା ଦ୍ୱାରା ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଜଣାଯାଏ, ତାହାକୁ ବଚନ କୁହାଯାଏ । ବିଶେଷ୍ୟ ଓ ସର୍ବନାମ ପଦର ବଚନ ଥାଏ । ଏହା ଦୁଇ ପ୍ରକାରର - ଏକବଚନ ଓ ବହୁବଚନ । ଯେଉଁ ବିଶେଷ ବା ସର୍ବନାମ ପଦରୁ ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଗୋଟିଏ ବା ଏକ ବୋଲି…

ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ: ଆସନ୍ତୁ ଜାଣିବା କେମିତି ରଖିବେ ଉପବାସ , କଣ ରହିଛି ପୂଜା ବିଧି ଓ…

ନୂଆଦିଲ୍ଲୀ :  ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ  । ତେବେ ଆସନ୍ତୁ ଜାଣିବା କେମିତି ଏହି ବ୍ରତ ରଖାଯାଏ  । କଣ ରହିଛି ପୂଜା ବିଧି ଏବଂ ଶୁଭ ମୁହୁର୍ତ୍ତ  । ତେବେ ଉପବାସ କରୁଥିବା ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ସରଗି ଖାଇ ଉପବାସ ଆରମ୍ଭ କରନ୍ତି  ।  ଏହି ଉପବାସ…

କବିତା : ସମୟର କବର ତଳେ

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳିକା ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ଆରମ୍ଭେ ସେଇଠି  !! ବନ୍ଦୀ ସେ ଚିରକାଳ ଏଇ ସମୟର କବର ତଳେ…

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡିବାସୀଙ୍କୁ ଦେବେ ବସ ଟର୍ମିନାଲ…

ଭୁବନେଶ୍ବର : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୁରୀ ହେବାକୁ ଯାଉଛି  । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ  ।  ଦିନ ସାଢେ ୧୧ଟାରେ…