ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀମାନଙ୍କ ଭିତରେ ଏହି ତଡଉ କରଣ ସେବାଟି ଅତ୍ୟନ୍ତ, ଗୁରୁତ୍ୱ ପୂର୍ଣ୍ଣ ସେବା ଶ୍ରୀଜୀଉମାନଙ୍କ ଦ୍ୱାର ଫିଟା ନୀତି ପୂର୍ବରୁ ଆରମ୍ଭ ହୋଇ, ପହୁଡ଼ ପର୍ଯ୍ୟନ୍ତ…