ନକଲି ଘିଅ କମ୍ପାନୀ ଠାବ; ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ, ମାଲିକ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାରର ମାଧବନଗର ଅଞ୍ଚଳରେ ନକଲି ଘିଅ ପ୍ରସ୍ତୁତି ୟୁନିଟ ଉପରେ ପୋଲିସର ଚଢ଼ାଉ । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଶ୍ରୀ ମାଆ ଦୁର୍ଗା ନାମରେ ଚାଲିଥିଲା ନକଲି ଘିଅ ପ୍ରସ୍ତୁତି । ଚଢାଉବେଳେ ବିପୁଳ ପରିମାଣର ନକଲି ଘିଅ ସହ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ…