Latest Odisha News

BREAKING NEWS

ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆରମ୍ଭ ହୋଇଛି ବିବାଦ। କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ…

କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି, ସମ୍ପନ୍ନ ହେଲା ଭୂମିପୂଜନ

ପାରାଦୀପ: ଆଉ ନାହାନ୍ତି ସାଧବ କି ଆଉ ନାହିଁ ସେ ପାଲ ଟଣା ନୌକା । କିନ୍ତୁ ସେ କାଳର ରହିଯାଇଥିବା ସେହି ସ୍ମୃତିକୁ ସତେଜ କରିବା ପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଆଜି ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି…

ଆଗ୍ନେୟ ଉଦଗୀରଣ ଯୋଗୁ ପାଣି ଭିତରେ ସୃଷ୍ଟି ହେଲା ନୂଆ ଦ୍ୱୀପ

ଟୋକିଓ: ପ୍ରଶାନ୍ତ ମହାସାଗରେ ହଠାତ ଏକ ନୂତନ ଦ୍ୱୀପର ସୃଷ୍ଟି ହୋଇଛି । ପାଣି ମଧ୍ୟରେ ଆଗ୍ନେୟଗିରି ଉଦଗୀରଣ ଯୋଗୁ ଏହା ସମ୍ଭବ ହୋଇଛି । ଟୋକିଓଠାରୁ ୧୨୦୦ କିଲୋମିଟର ଦକ୍ଷିଣରେ ଥିବା ଇୱେଟୋ ଦ୍ୱୀପ ନିକଟରେ ଏହା ସୃଷ୍ଟି ହୋଇଛି । ପାଣି ସଂସ୍ପର୍ଶରେ ମେଗ୍ମା ଆସିବା ଯୋଗୁ ପ୍ରତି ମୂହର୍ତରେ…

ଶାଶୁକୁ ମାରିଦେବା ପାଇଁ ବୋହୂ କରୁଥିଲେ ଯୋଜନା, ଥାନାକୁ ଗଲା ମାମଲା

ଜଗତସିଂହପୁର: ଶାଶୁକୁ ଉପରେ କିରୋସିନ ଢାଳି ପୋଡି ମାରିଦେବାକୁ ବୋହୁ କରୁଥିଲେ ଯୋଜନା । ହେଲେ ସଫଳ ହେଲାନି ଉଦ୍ୟମ । ଠିକ୍ ସମୟରେ ପଡୋଶୀ ଲୋକ ପହଞ୍ଚି ଶାଶୁକୁ ଉଦ୍ଧାର କରିଥିବା ବେଳେ ବୋହୂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା…

ଆଇଡିଏଫର ଦାବୀ ହମାସର ୬୦ କମାଣ୍ଡର ମାରିଛୁ

ତେଲ ଅବୀବ: ହମାସର ୬୦ କମାଣ୍ଡରଙ୍କୁ ମାରି ସାରିଲୁଣି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବୀ କରିଛି । ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ ତୀବ୍ର କରାଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜାରେ ହମାସ ଚିଫ ୟାହ୍ନା ସିନୱାରଙ୍କୁ ବଙ୍କର ମଧ୍ୟରେ ଅନ୍ୟମାନଙ୍କଠାରୁ…

ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୋନପୁର: ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ ଦାବି ନେଇ ଏହି ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର…

ଖୁବ୍ ଶିଘ୍ର ସରିବ ସମଲେଇ ପ୍ରକଳ୍ପ କାର୍ଯ୍ୟ, ସକାଳୁ ସକାଳୁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଶ୍ରୀ ପାଣ୍ଡିଆନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଆଜି ସକାଳୁ ସକାଳୁ ସମ୍ବଲପୁର ଯାଇ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇବାକୁ ନିର୍ଦ୍ଦେଶ…

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜ ଅଧ୍ୟକ୍ଷ: ୬ଟି ସ୍ଥାନରେ ଚାଲିଛି ଚଢାଉ

ବଲାଙ୍ଗିର:ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଆଜି ଚଢାଉ କରିଛି । ସୁଦର୍ଶନ…

“ଜଳ ଦୀପାବଳି” ଅଭିଯାନର ପ୍ରଥମ ଦିନରେ ଯୋଗ ଦେଲେ ୪୧୦୦ରୁ ଅଧିକ ମହିଳା

ଭୁବନେଶ୍ଵର: ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଏବଂ ଓଡିଶା ସହରାଞ୍ଚଳ ଏକାଡେମିର ମିଳିତ ସହଯୋଗରେ 'ଜଳ ପାଇଁ ମହିଳା, ମହିଳାଙ୍କ ପାଇଁ ଜଳ'ର ଉଦଘାଟନ ହୋଇଛି । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅମୃତ ଅଧୀନରେ ଏହି ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ଗ୍ରହଣ…

ଯଦି ମୁଁ ଭାରତୀୟ ହୋଇଥାନ୍ତି ତେବେ ବିହାର ଯାଇ ନୀତିଶଙ୍କୁ ଜବାବ ଦେଇଥାନ୍ତି-ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ବୟାନ ଉପରେ…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିବାଦୀୟ ବୟାନ ଉପରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ଗାୟିକା ମେରୀ ମିଲବେନ ଜୋରଦାର ବର୍ଷିଛନ୍ତି । ବିଧାନସଭାରେ ଏପରି ବୟାନ ଦେଇଥିବାରୁ ନୀତିଶଙ୍କୁ କଡାଭାଷାରେ ନିନ୍ଦା କରିଛନ୍ତି । ସେ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି…