Latest Odisha News

BREAKING NEWS

National Award: ରାଷ୍ଟ୍ରପତିଙ୍କଠୁ ଜାତୀୟ ପୁରସ୍କାର ଗ୍ରହଣ କଲେ ଚିତ୍ରଶିଳ୍ପୀ ମାନସ ଦାସ; ଓଡ଼ିଶାରୁ ଏକମାତ୍ର…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଚିତ୍ରଶିଳ୍ପୀ ମାନସ ଦାସ । ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ 'ଏ କଲ ଫର ପ୍ରୋଗ୍ରେସ' ପାଇଁ ମାନସ ଗ୍ରହଣ ଗ୍ରହଣ କରିଛନ୍ତି ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ…

CCQC 2025ରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ସର ୪ ଟି ଗୋଲ୍ଡ ପୁରସ୍କାର ହାସଲ

ଭୁବନେଶ୍ୱର: କୋଲକାତାରେ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍ଆଇ) କୋଲକାତା ଚାପ୍ଟର ଦ୍ୱାରା ଆୟୋଜିତ ୩୮ତମ ଚାପ୍ଟର କନଭେନସନ୍ ଅନ୍ କ୍ୱାଲିଟି କନସେପ୍ଟ (ସିସିକ୍ୟୁସି ୨୦୨୫)ରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ଓଡ଼ିଶା ଅପରେସନ୍ସ ୪ଟି ଗୋଲ୍ଡ…

CDS Gen Anil Chauhan: ସରକାର CDS ଅନିଲ ଚୌହାନଙ୍କ କାର୍ଯ୍ୟକାଳ କଲେ ବୃଦ୍ଧି; ଜାଣନ୍ତୁ କେତେ ଦିନ ପାଇଁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଏହି ମାସରେ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଥିଲା। ସେ ଗତ ତିନି ବର୍ଷ ଧରି ଏହି ପଦବୀରେ କାର୍ଯ୍ୟରତ…

କେଉଁ ବୟସରେ କେତେ ଓଜନ ହେବା ଆବଶ୍ୟକ ? କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପିଲାମାନଙ୍କ ମଧ୍ୟରେ ମୋଟାପଣର ସମସ୍ୟା ଏବେ କମ୍ ଓଜନର ସମସ୍ୟାକୁ ଅତିକ୍ରମ କରିସାରିଛି। ସମ୍ପ୍ରତି ପ୍ରକାଶିତ ୟୁନିସେଫ୍ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୮୮ ନିୟୁତରୁ ଅଧିକ ସ୍କୁଲ୍ ବୟସର ପିଲା ମୋଟାପଣର ଶିକାର ହୋଇଛନ୍ତି, ଯାହା କମ୍ ଓଜନର ପିଲାମାନଙ୍କ…

୧୮ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରଶାସନିକ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୧୮ ଜଣ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୩ ତାରିଖରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ବଦଳି ହୋଇଥିବା…

ବିହାର ରାଜନୀତିରେ ରୋଚକ ମୋଡ଼ ! କଂଗ୍ରେସର ପ୍ଲାନ ଦେଖି RJD ଛାନିଆ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ପ୍ରଚାର ଭିତରେ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିଛି । ସ୍ୱାଧୀନତା ପରେ ପାଟନା ସଦାକତ୍‌ ଆଶ୍ରମରେ ପ୍ରଥମ ଥର ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକର ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବାର ପ୍ରୟାସ କରିଛି । ସେହି ଆଶ୍ରମରେ କଂଗ୍ରେସ CWC ବୈଠକ କରି…

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ୩ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗ ପକ୍ଷରୁ ଦେଶର ତିନୋଟି ପ୍ରମୁଖ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ…

ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଏବଂ ଫିକି ସହଭାଗିତାରେ ଆଇଡିଏଟ୍-୨୦୨୫ ଆୟୋଜିତ

ନୂଆଦିଲ୍ଲୀ: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବି ଆଇ ପି ଏଫ୍), ଫିକୀ ସହଭାଗୀତାରେ, ନୂଆଦିଲ୍ଲୀ ଫିକୀ କମିଶନ ହଲରେ ଏହାର ବାର୍ଷିକ ପ୍ରମୁଖ ସମ୍ମିଳନୀର ୧୪ତମ ସଂସ୍କରଣ "ଆଇଡିଏଟ୍-୨୦୨୫" ସଫଳତାର ସହିତ ସମାପ୍ତ କରିଛି। ଏହି ବର୍ଷର ବିଷୟବସ୍ତୁ, 'ମାର୍ଜିନ୍ ଟୁ ମେନଷ୍ଟ୍ରିମ୍:…

ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର: ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ…

ଘରେ କେତେ ରଖିପାରିବେ ନଗଦ ଟଙ୍କା ? ଜାଣିରଖନ୍ତୁ ନହେଲେ ଫସିବେ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ, ଅନଲାଇନ ସପିଂଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ପ୍ଲାଟଫର୍ମରେ ହେଉଛି। ତଥାପି, ଅନେକ ଲୋକ ଏବେ ବି ଘରେ ନଗଦ ଟଙ୍କା ରଖିବାକୁ ପସନ୍ଦ କରନ୍ତି ଏବଂ ଦୈନନ୍ଦିନ କାରବାର ପାଇଁ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ବେଳେବେଳେ ଆୟକର…