ଗୋଟିଏ ରାତିରେ ବ୍ରହ୍ମପୁର ପୋଲିସର ଦୁଇ ଏନକାଉଣ୍ଟର, ସୁଧିର ପାତ୍ର ହତ୍ୟା ମାମଲାର ୨ ଅଭିଯୁକ୍ତ ଆହତ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଗୋଟିଏ ରାତିରେ ଦୁଇଟି ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ବିକି ଆହତ ହୋଇଛନ୍ତି। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ରଞ୍ଜନ ଓ ସରୋଜକୁ ପୋଲିସ ବାହାର…