Latest Odisha News

BREAKING NEWS

G-7 Summit 2026: G-7 ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ସଦସ୍ୟ ନଥାଇ ବି କାହିଁକି ଭାରତର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୁଇ ରାଷ୍ଟ୍ର ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଇଭିଆନରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ G7 ଶିଖର ସମ୍ମିଳନୀରେ ଯୋଗଦେବେ। ଶିଖର ସମ୍ମିଳନୀ ସମୟରେ, ସେ…

ଆନ୍ଧ୍ର ବିଏଡ୍‌ ନାମରେ ବଡ଼ଧରଣର ଠକେଇ, ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ମଧ୍ୟସ୍ଥି

ବଲାଙ୍ଗୀର: ଆନ୍ଧ୍ର ବିଏଡ୍‌ ନାମରେ ବଡ଼ଧରଣର ଠକେଇ । ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରୁ । ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୨୦ ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରି ନେଇଛି ଜଣେ ମଧ୍ୟସ୍ଥି । ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ…

ମୁହାଁମୁହିଁ ଦୁଇ ହାଇୱା; ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କଇସରାର ବିଜୁ ଏକ୍ସପ୍ରେସୱେରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ହାଇୱା ରାସ୍ତାରେ ଥିବା ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ…

34 Indian Tanker: ତେଲ, ଗ୍ୟାସ, ସାର…ଭାରତ ଅଭିମୁଖେ ୩୪ ଜାହାଜ!!

ନୂଆଦିଲ୍ଲୀ: ଭାରତ ପାଇଁ ବଡ ଖୁସି ଖବର ତେଲ-ଗ୍ୟାସ ଓ ସାର ଯୋଗାଣକୁ ମିଳିବ ବଡ଼ ବଳ! ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଅଭିମୁଖେ ଆସୁଥିବା LNG କ୍ୟାରିୟର ‘ଦିଶା’ ସୁରକ୍ଷିତ ଭାବେ ଜଳପଥ…

Telegram Ban: ଟେଲିଗ୍ରାମ ବନ୍ଦ! ପୁନଃ-NEET ପରୀକ୍ଷା ପୂର୍ବରୁ ସରକାର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ଜୁନ୍ ୨୧ରେ ହେବାକୁ ଥିବା NEET ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟେଲିଗ୍ରାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହା ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧକ ଲଗାଯାଇଛି। ପେପର ଲିକ୍ ପରେ, ସରକାର ଏବଂ NTA କଡ଼ା ସୁରକ୍ଷା ମଧ୍ୟରେ ପୁଣି ଥରେ…

ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା; ୩ ମୃତ, ଆତ୍ମ ସମର୍ପଣ କଲେ ଡ୍ରାଇଭର

ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।…

E85 fuel: ଇଥାନଲ୍ ତେଲ ନା ଆଖୁ ରସ; ତୈଳ ଟ୍ୟାଙ୍କରେ ପିମ୍ପୁଡ଼ି ଭର୍ତ୍ତି…

ନୂଆଦିଲ୍ଲୀ: ପେଟ୍ରୋଲ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିଥିବା ବୋଝକୁ କମ କରିବା ପାଇଁ ସରକାର E85ର ପ୍ରଚଳନ କରିଥିଲେ। ଏହାକୁ ଶସ୍ତା, ଅଧିକ ସ୍ୱଦେଶୀ ଏବଂ ପରିବେଶ ପାଇଁ ଭଲ ବୋଲି ଭାବି ଲୋକମାନେ ଏହା ଆଡ଼କୁ ମୁହାଁଇବା ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ…

କେନ୍ଦୁଝରରେ ପୋଲିସର ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଆହତ 

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଏକ ପୋଲିସ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଯେଉଁଥିରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଆହତ ହୋଇଛି। ସେ ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଗିରଫଦାରୀରୁ ଖସିଯିବାକୁ ଚେଷ୍ଟା କରିବା ପରେ…

ଆମେରିକାରେ ବଡ଼ ବିମାନ ଦୁର୍ଘଟଣା: ପରମାଣୁ କ୍ଷମତାସମ୍ପନ୍ନ B-52 ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆରୁ ଏକ ଭୟଙ୍କର ବିମାନ ଦୁର୍ଘଟଣାର ଖବର ଆସିଛି। ଆମେରିକା ବାୟୁସେନାର ସବୁଠାରୁ ନିର୍ଭରଯୋଗ୍ୟ ବିମାନ ମଧ୍ୟରୁ ଏକ B-52 ଷ୍ଟ୍ରାଟୋଫୋର୍ଟରେସ୍ ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବାୟୁସେନା ଘାଟି ନିକଟରେ…

Slovakia’s highest honour:ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ସମ୍ମାନ;ତାଙ୍କର ୩୩ତମ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ (ପ୍ରଥମ ଶ୍ରେଣୀ) ପ୍ରଦାନ କରାଯାଇଛି। ସେ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ । ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ତାଙ୍କୁ ଏହି ସମ୍ମାନ ପ୍ରଦାନ…