Latest Odisha News

BREAKING NEWS

ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ

ନୂଆଦିଲ୍ଲୀ: ଇରାନ-ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନକୁ ଅନ୍ତର୍ଜାତୀୟ ସମର୍ଥନର ଅଭାବ ମିଳୁଛି। ଏ ସମ୍ପର୍କରେ, ଇରାନର ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ବିଶ୍ୱବ୍ୟାପୀ ମୁସଲମାନ ଏବଂ ଇସଲାମିକ ଦେଶଗୁଡ଼ିକର ସରକାରଙ୍କୁ ଏକ ଖୋଲା ଚିଠି ଲେଖିଥିଲେ। ଚିଠିରେ,…

ବ୍ୟାଟେଲ ଅଫ ଗଲୱାନ ପରେ ବଦଳିବ ଏହି ଫିଲ୍ମର ନାମ

ମୁମ୍ବାଇ: ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନ ଖାଁ ଏବେ ବ୍ୟାଟେଲ ଅଫ ଗଲୱାନ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ନାମ ଏବେ ବଦଳାଯାଇଛି ମାତୃଭୂମି କରାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ସମ୍ପୂର୍ଣ୍ଣ କରିବା ପାଇଁ ୪୦ ଦିନର ରିଶୁଟ କରାଯାଉଛି । ଏପରିକି ମାତୃଭୂମିରେ…

ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖଁ ଏବେ କିଙ୍ଗ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ରିଲିଜ ହେବା ପରେ ସେ ରୋମାଂଟିକ ଫିଲ୍ମ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ଏହା ଏକ କ୍ଲାସିକ ପ୍ରେମ କାହାଣୀ ହେବ । ଶାହାରୁଖଙ୍କ ଲୁକକୁ ସମ୍ପୂର୍ଣ୍ଣ…

Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ…

ଭୁବନେଶ୍ଵର: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ। ବିରୋଧୀ କାନ୍ଧରେ କୋକେଇ, ଆଉ ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ବିଧାନସଭା ପରିସର। ବୁଧବାର ଏସସିବି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ପ୍ରତିବାଦରେ ବିରୋଧୀ ଦଳ ବିଧାନସଭା ପରିସର ମଧ୍ୟରେ ଏକ ପ୍ରତୀକାତ୍ମକ…

Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ

ନୂଆଦିଲ୍ଲୀ: ତେଲ ସଙ୍କଟରେ ବିଶ୍ଵ ଭାରତ ବନ୍ଦରରେ ଲାଗୁଛି ଜାହାଜ ପରେ ଜାହାଜ ଭାରତୀୟ ପତାକା ଦେଖି ବାଟ ଖୋଲିଦେଉଛି ଇରାନ ପଶ୍ଚିମ ଏସିଆରେ ଏବେ ନୂଆ ଜଳୁଥିବା ବେଳେ ହର୍ମୂଜ ପାର ହେଉଛି ଭାରତୀୟ ଜାହାଜ। ସୁରକ୍ଷିତ ଭାବେ ଭାରତୀୟ ବନ୍ଦରରେ ଲାଗୁଛି। ଦେଶରେ ଏଲପିଜି ଯୋଗାଣ ଅଭାବ…

ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର

ଭୁବନେଶ୍ୱର: ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର। ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ। ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ।…

ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼

ଭୁବନେଶ୍ୱର: ଅଶାନ୍ତ ବିଜେବି କଲେଜ। ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ। ଦୁଇ ଛାତ୍ର ଗୋଷ୍ଠୀ ପିଟାପିଟି, ୨୫ରୁ ଊର୍ଦ୍ଧ୍ବ ଆହତ। ଅଶୋକ-ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। ଘଣ୍ଟାଏ ଧରି ହଷ୍ଟେଲ ପରିସରରେ ପଥର ମାଡ଼। ଫେରୱେଲ୍ ପାର୍ଟିରୁ ଆରମ୍ଭ ହେଲା ପିଟାପିଟି। ଡିଜେ…

ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଏଣୁ ଗତ ୩ ଦିନ ହେବ ତାପମାତ୍ରାରେ ସାମାନ୍ୟ ବ୍ରେକ୍ ଲାଗିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହୁଛି। କିଛି ସ୍ଥାନରେ କାଁ ଭାଁ ବର୍ଷା ବି ହେଉଛି। ଆଗକୁ ତାତି ଆହୁରି କମିପାରେ। ଆସନ୍ତା ୩-୪ ଦିନ ପରେ ଦିନ…

Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ପବିତ୍ର ବନକଲାଗି ନୀତି ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ବୁଧବାର ଚୈତ୍ର:କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ…

ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍‌ୱେଭ୍ SOP ଜାରି

ଭୁବନେଶ୍ୱର: ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା। ଆଗାମୀ ଦିନରେ ତାପମାତ୍ରା ମାତ୍ରାଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ହିଟ୍‌ୱେଭ୍ SOP ଜାରି ହୋଇଛି। ସମସ୍ତ ULB ପାଇଁ କଠୋର ନିର୍ଦ୍ଦେଶ ରହିଛି। ଅସାମାନ୍ୟ ବର୍ଷା ପରେ ଅନିୟମିତ ଜଳବାୟୁ ପରିସ୍ଥିତି କାରଣରୁ ରାଜ୍ୟରେ…