୧୯ ବର୍ଷରୁ କମ କ୍ରିକେଟ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ
ରାଜକୋଟ: ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ୟୁଥ୍ ୱାନଡେ ମ୍ୟାଚରେ ଭାରତୀୟ ଅଣ୍ଡର-୧୯ ଟିମ୍ ଅଷ୍ଟ୍ରେଲିଆ ଅଣ୍ଡର-୧୯କୁ ୭ ରନରେ ପରାସ୍ତ କରିଛି । ବର୍ଷା ଯୋଗୁଁ ଏହି ମ୍ୟାଚକୁ ୨୦-୨୦ ଓଭର ବିଶିଷ୍ଟ କରାଯାଇଥିଲା । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ…