Latest Odisha News

BREAKING NEWS

India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍

ନୂଆଦିଲ୍ଲୀ:ସୀମାପାର୍ ବେଆଇନ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର 'ନିରନ୍ତର ସହାୟତା'କୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି । ଭାରତ ଶନିବାର ଦିନ ପାକିସ୍ତାନ ହାଇକମିଶନର 'ଚାର୍ଜ ଡି'ଆଫେୟାର୍ସ' (Charge d'Affaires) ସାଦ ୱାରାଇଚ୍‌ଙ୍କୁ ସମନ କରିଛି । ଇସଲାମାବାଦସ୍ଥିତ ଭାରତୀୟ…

୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ। ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୭ଜଣ…

ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ

ବ୍ୟୁରୋ: ଆଉ ନାହାନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସିଙ୍ଗିଥମ୍ ଶ୍ରୀନିବାସ ରାଓ । ୧୯୩୧ ମସିହା ସେପଟେମ୍ବର ୨୧ରେ ଆନ୍ଧ୍ରପ୍ରଦେଶର ଗୁଡୁରଠାରେ ଜନ୍ମ ନେଇଥିଲେ ସିଙ୍ଗିଥମ୍ । ବିଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏଲ.ଭି ପ୍ରସାଦଙ୍କ ସହଯୋଗୀ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ ।…

Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍‌ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା,…

ମୁମ୍ବାଇ: ବକ୍ସ ଅଫିସ୍‌ରେ ଅଜୟ ଦେବଗନଙ୍କ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ର ଜବରଦସ୍ତ ଦବଦବା ଦେଖିବାକୁ ମିଳିଛି। ଅକ୍ଟୋବର ୨ରେ ସିନେମା ହଲ୍‌କୁ ଆସିଥିବା ଏହି ସସ୍‌ପେନ୍ସ-ଥ୍ରିଲର୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ରିଲିଜ୍ ପୂର୍ବରୁ ହିଁ ବେଶ୍ ଉତ୍ସାହ ଥିଲା। ରିଲିଜ୍ ପରେ ଏହାର ପ୍ରଭାବ ବକ୍ସ…

ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…

ଭୁବନେଶ୍ୱର: ଆକାଶରୁ ଏକ ରହସ୍ୟମୟ ବକ୍ସ ଶନିବାର ଅପରାହ୍ନରେ ଖସିପଡ଼ି ଏକ ଗଛରେ ଲାଗିଯାଇଥିଲା।ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକ ନାରାୟଣପୁର ପଞ୍ଚାୟତସ୍ଥିତ ଗେନ୍ଦରା ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଘଟିଥିଲା।…

Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍‌…

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ଆୟୁ ବଢ଼ିଛି। ପାକିସ୍ତାନ ତୁଳନାରେ ଭାରତ ଆଗରେ ଥିବା ବେଳେ ବାଂଲାଦେଶଠାରୁ ଏବେ ବି ପଛରେ ରହିଛି ଭାରତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHOର ନୂଆ ‘ଗ୍ଲୋବାଲ୍ ହେଲ୍ଥ ଏଷ୍ଟିମେଟ୍‌ସ’ ରିପୋର୍ଟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ୨୦୦୦ରୁ ୨୦୨୩ ପର୍ଯ୍ୟନ୍ତର…

Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !

ପଂଜାବ: କଂଗ୍ରେସର ନୂଆ ଚାଲ୍ । ପଂଜାବ ରାଜନୀତିରେ ଆସିଲା ପଦ୍ମଶ୍ରୀ ପରଗତ ସିଂଙ୍କ ସମୟ । ପଂଜାବ କମାଣ ଧରିଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ପରଗତ୍ ସିଂଙ୍କ ଚର୍ଚ୍ଚା । ପୂର୍ବତନ ହକି ଖେଳାଳି ପରଗତ ସିଂଙ୍କୁ କଂଗ୍ରେସ ନିଜ ପଂଜାବ ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେବା ପରେ ରାଜ୍ୟ ରାଜନୀତିରେ…

କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିଛି ।…

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍‌ରେ ଏକ ଆତ୍ମହତ୍ୟା ଘଟଣାରେ ଜଡିତ ଥିଲେ ଜ୍ଞାନେଶ…

ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଦୁର୍ଗା ପୂଜା ସମୟରେ ଓଡ଼ିଶାରେ ପାଣିପାଗ ପୁଣି ଥରେ ପରିବର୍ତ୍ତନ ହୋଇପାରେ। କାରଣ ଅକ୍ଟୋବର ୧୨ ତାରିଖ ଆଖପାଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଅକ୍ଟୋବର ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।…