ବିଶ୍ୱର କେଉଁଠି ସବୁଠାରୁ ଶସ୍ତା MBBS ପାଠପଢ଼ା ? ମାତ୍ର ଏତିକି ଟଙ୍କାରେ ଡାକ୍ତର ହୋଇଯିବେ !
ନୂଆଦିଲ୍ଲୀ: ବିଶ୍ୱରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଭାରତର ତୁଳନାରେ ବହୁତ କମ୍ ଖର୍ଚ୍ଚରେ MBBS ପଢ଼ାଯାଇପାରେ ଏବଂ ଏହି ଦେଶମାନଙ୍କ ମଧ୍ୟରେ କାଜାକସ୍ତାନ୍ ସବୁଠୁ ଲୋକପ୍ରିୟ ବୋଲି କୁହାଯାଏ। ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ କମ୍ ଫିସ୍, ସହଜ ଏଡମିଶନ୍ ଏବଂ ଉତ୍ତମ…