ଅକ୍ଷୟ କୁମାର ‘ଫ୍ଲପ୍ ଆକ୍ଟର’!
ମୁମ୍ବାଇ: "ୱେଲକମ୍ ଟୁ ଦି ଜଙ୍ଗଲ"ରେ ଅକ୍ଷୟ କୁମାର ଜଣେ ଷ୍ଟ୍ରଗଲ୍ ଆକ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଯିଏ ଅନେକ ଫ୍ଲପ୍ ପରେ କମବ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି।
ଅକ୍ଷୟ କୁମାର ନିକଟରେ ମୁମ୍ବାଇରେ "ୱେଲକମ୍ ଟୁ ଦି ଜଙ୍ଗଲ"ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ସେ…