Latest Odisha News

BREAKING NEWS

ଚହଲଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ

ଦୁବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ୨୦୨୫ ଅବସରରେ ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ଭାରତ ବୋଲର ହୋଇଛନ୍ତି । ସେ ୧୧୮ ମ୍ୟାଚରେ ୯୭ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ…

AI ପଢ଼ିପାରେ କି ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ ? ଆସିଗଲା ନୂଆ ଟେକ୍ନୋଲଜି

ନୂଆଦିଲ୍ଲୀ: ଆମେ ଏକ ଡିଜିଟାଲ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପ୍ରାୟ ସବୁ କିଛି ଉପରେ କବଜା କରିଛି। ଯେଉଁମାନେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି, ସେମାନେ ଜାଣନ୍ତି ଯେ ହାତ ଲେଖା ପ୍ରେସକ୍ରିପ୍ସନ ପଢ଼ିବା କେତେ କଷ୍ଟକର ହୋଇପାରେ – ଏଥିରେ କ’ଣ ଲେଖାଯାଇଛି…

ଏହି ସବୁ ଦେଶରେ ମିଳୁ ନାହାନ୍ତି ବର

ନୂଆଦିଲ୍ଲୀ: ଭାରତରେ ଏବେ ପୁଅମାନଙ୍କୁ ବିବାହ ଉପଯୋଗୀ ଝିଅ ନ ମିଳିବା ଧୀରେ ଧୀରେ ଏକ ସମସ୍ୟାରେ ପରିଣତ ହେବାରେ ଲାଗିଛି । ତେବେ ପୃଥିବୀରେ ଏ ଭଳି ଦେଶ ସବୁ ଅଛି ଯେଉଁଠାରେ ବର ମିଳିବା କଷ୍ଟକର ହୋଇ ପଡୁଛି । ଦିଜିବୁତ ନାମକ ଏକ ଦେଶ ଅଛି ଯେଉଁଠାରେ ମହିଳାଙ୍କ ଅନୁପାତ ୫୫ ପ୍ରତିଶତ ରହିଛି ।…

ସ୍ବର୍ଗତ ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ ନଥିଲେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଛନ୍ତି। ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ ସେ ତାଙ୍କର ଜଣେ ଉତ୍ତମ…

ଭାରତ ବୋଲିଂ କରିବ, ଏଥର ବି ହାତ ମିଳାଇଲେ ନାହିଁ ଦୁଇ ଅଧିନାୟକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଅନେକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି । ତା ମଧ୍ୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ନ ମିଳାଇବା ବେଶ ଆଲୋଚ୍ୟର ବିଷୟ ହୋଇଥିଲା । ସୁପର ଫୋରରେ ପୂନର୍ବାର ଭାରତ ଓ ପାକିସ୍ତାନ ସାମ୍ନା ସାମ୍ନି ହୋଇଛନ୍ତି । ଟସ ପରେ ଭାରତୀୟ ଦଳର ଅଧିନାୟକ…

ICC କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାର ହେବାକୁ ହେଲେ କ’ଣ ଥାଏ ଯୋଗ୍ୟତା ? ଜାଣନ୍ତୁ ଗୋଟିଏ ଦିନରେ ଦରମା କେତେ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଏକ ଅଦ୍ଭୂତ ଉତ୍ସାହ। ଗଳିକନ୍ଦିରେ ପିଲାମାନେ ବ୍ୟାଟ୍ ଓ ବଲ୍ ଧରି ଖେଳିବାକୁ ଓହ୍ଲାଇ ଆସନ୍ତି ଏବଂ ପ୍ରତ୍ୟେକ ଖେଳାଳି ବିରାଟ କୋହଲି କିମ୍ବା ଶଚୀନ ତେନ୍ଦୁଲକର ହେବାର ସ୍ୱପ୍ନ ଦେଖେ। କିନ୍ତୁ ସତ୍ୟ ହେଉଛି, କ୍ରିକେଟରେ…

PM Modi Speech: ‘ପ୍ରତ୍ୟେକ ଘର ଏବଂ ଦୋକାନକୁ ସ୍ୱଦେଶୀର ପ୍ରତୀକ କରନ୍ତୁ’, GST ସଞ୍ଚୟ ଉତ୍ସବ ପାଳନ…

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶବାସୀଙ୍କୁ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ

ପୁରୀ: ଆଉ କିଛି ଦିନ ପରେ ଆମ୍ଭ ହେବ ପବିତ୍ର କାର୍ତ୍ତିକ ମାସ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ଆଉ…

ଏହି ଦେଶର ଲୋକ ଅଧିକ ବ୍ୟବହାର କରନ୍ତି ସୋସିଆଲ ମିଡିଆ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଲୋକମାନେ ଦିନର ଅଧିକାଂଶ ସମୟ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ, ଟିକଟକ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ସ୍କ୍ରୋଲିଂ, ଚାଟିଂ କିମ୍ବା ଭିଡିଓ ଦେଖିବାରେ ବିତାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେଉଁ…

ଓଡିଶା ପ୍ରୋ ଟି୨୦ ଲିଗ: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଜିତିଲା ସମ୍ବଲପୁର ୱାରିୟର୍ସ

କଟକ: ବର୍ଷା ଏବେ ଓଡିଶା ପ୍ରୋ ଟି୨୦ ଲିଗର ମଜା ନଷ୍ଟ କରିବାରେ ଲାଗିଛି । ରବିବାର ସମ୍ବଲପୁର ୱାରିୟର୍ସ ଓ ଭୁବନେଶ୍ୱର ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯାଇ ପାରି ନ ଥିଲା । ଉଭୟ ଟିମ ୨ ପଂଏଟ ଲେଖାଏଁ ହାସଲ କରିଥିଲେ । ଶନିବାର ମଧ୍ୟ କଟକ ପାନ୍ଥର୍ସ ଓ ରାଉରକେଲା ଷ୍ଟିଲର୍ସ…