ମୀନାକ୍ଷୀ ନଟରାଜନଙ୍କୁ ବଡ଼ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କଂଗ୍ରେସ ନେତା ମୀନାକ୍ଷୀ ନଟରାଜନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଖାରଜ କରିଦେଇଥିଲେ। କଂଗ୍ରେସ ନେତା ଏହି…