Latest Odisha News

BREAKING NEWS

ଭୋଟ ଚୋର ଗାଦି ଛାଡ଼ ପାଇଁ କଂଗ୍ରେସ ପକ୍ଷରୁ ସ୍ୱାକ୍ଷର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଅନୁସୂଚିତ ଜାତି ବିଭାଗ ଆଜି କଂଗ୍ରେସ ଭବନ ଠାରେ ଦସ୍ତଖତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ସଂସଦର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଉଠାଇଥିବା ଭୋଟ ଚୋର ଗାଦି ଛାଡ଼ ବିଷୟକୁ ଓଡ଼ିଶାର…

ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସବୁଠାରୁୁ ବଡ଼ ଡିଲ୍, ଏତେ ଶସ୍ତା ହୋଇଗଲା ଆଇଫୋନ

ନୂଆଦିଲ୍ଲୀ: ନୂଆ ଆଇଫୋନ୍ ୧୭ ଲଞ୍ଚ ହେବା ପରେ ସମସ୍ତେ ପୁରୁଣା ଫୋନ୍‌ଗୁଡ଼ିକୁ କେତେ ଶସ୍ତାରେ କିଣି ହେବ ? ଯଦି ଆପଣ ଜଣେ ଆଇଫୋନ୍ ଫ୍ୟାନ୍, ତେବେ ଏହି ଉତ୍ସବ ଋତୁରେ ପୁରୁଣା ଆଇଫୋନ୍ ମଡେଲ୍‌ଗୁଡ଼ିକ ଉପରେ ବଡ଼ ରିହାତି ଦେଖିବାକୁ ମିଳୁଛି। ଆଇଫୋନ୍ ୧୭ ଏବଂ ଆଇଫୋନ୍ ଏୟାର୍ ଲଞ୍ଚ ହେବା ପରେ…

ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମରେ କ୍ୟାମିଓ କରିବେ ମୋହନଲାଲ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବେ ତାଙ୍କର ଆଗାମୀ ଫିଲ୍ମ ହୈୱାନର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ମୋହନଲାଲ ଅଭିନୟ କରିବେ । ଅବଶ୍ୟ ଏହା ଏକ…

ବିସିସିଆଇର ନୂଆ ସଭାପତି ହେବେ କି ମିଥୁନ ମନହାସ, ଭରିଲେ ନାମାଙ୍କନ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ପଦରୁ ରୋଜର ବିନିଙ୍କର କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହି ପଦ ଖାଲି ପଡ଼ିଛି। ଆଉ ଏବେ ନୂତନ ସଭାପତି ପଦ ପାଇଁ ଚୟନ ପ୍ରକ୍ରିୟା ଦୌଡ଼ରେ ବର୍ତ୍ତମାନ୍ ଦିଲ୍ଲୀର ପୂର୍ବତନ ଅଧିନାୟକ ମିଥୁନ ମନହାସ ସାମିଲ ହୋଇଛନ୍ତି।…

୧୨୫ ପୋଲିସ ହୋମଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୫ ହଜାର ୬୯୦ ପରୀକ୍ଷାର୍ଥୀ

କୋରାପୁଟ: କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ଆଜି ୧୨୫ଟି ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଡିଏଭି ମହାବିଦ୍ୟାଳୟ ପଡିଆରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଲିଖିତ ପରୀକ୍ଷା । ଗ୍ରାଜୁଏଟ ଆଉ ପୋଷ୍ଟ ଗ୍ରାଜୁଏଟ କରିଥିବା ଯୁବକ…

‘ମାଉଣ୍ଟ କିଲିମାଞ୍ଜାରୋ’ରେ ଓଡ଼ିଶା ଯୁବକ; ତ୍ରିରଙ୍ଗା ସହ ଉଡାଇଲେ ମା’ ସମଲେଶ୍ୱରୀଙ୍କ ପତାକା

ବରଗଡ଼: ବରଗଡ଼ର ଜଣେ ୨୯ ବର୍ଷୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଆଫ୍ରିକାର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରି ଇତିହାସ ରଚିଛନ୍ତି। ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମର ଜଣେ ଚାଷୀ ପୁଅ ଆଶୀର୍ବାଦ ମହାପାତ୍ର ୫,୮୯୫ ମିଟର ଶିଖରରେ ପହଞ୍ଚିବା ପରେ ତ୍ରିରଙ୍ଗା ଏବଂ…

Bagram air base:’ଆଗାମୀ ୨୦ ବର୍ଷ ପାଇଁ ଆମେରିକା ସହିତ ଲଢ଼ିବାକୁ ପ୍ରସ୍ତୁତ’

କାବୁଲ: ଆଫଗାନ ଅଧିକାରୀମାନେ ବଗରାମ ଏୟାରବେସ୍ କୁ ପୁନଃ ଦଖଲ କରିବା ପାଇଁ ଆମେରିକାର ଧମକକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ଜୋର ଦେଇଛନ୍ତି ଯେ ସେଠାରେ ବିଦେଶୀ ସାମରିକ ଉପସ୍ଥିତି ପୁନଃସ୍ଥାପିତ କରିବାର ଯେକୌଣସି ପ୍ରୟାସକୁ ଦୃଢ଼ ବିରୋଧ କରାଯିବ। ଗୁଇନ୍ଦା…

୨୫ରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା; ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ପୁଣି ଆଉ ୩ଟି ଲଘୁଚାପ ଆସୁଥିବାବେଳେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ…

ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦିତ

ଭୁବନେଶ୍ୱର: କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିହନ ଉପ-କମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ୧୫ଟି ଉଚ୍ଚଗୁଣବତ୍ତା ସମ୍ପନ୍ନ ଉଦ୍ୟାନ କୃଷି ଫସଲ କିସମକୁ ଅନୁମୋଦନ…

ଉପମୁଖ୍ୟମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ହ୍ୟାଣ୍ଡେଲ ହ୍ୟାକ ହୋଇଯାଇଛି। ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ପୋଷ୍ଟ କରିଥିଲେ। ଘଟଣାର ୩୦ରୁ ୪୫ ମିନିଟ୍ ମଧ୍ୟରେ ଆକାଉଣ୍ଟକୁ ହ୍ୟାକର୍ସଙ୍କ…