ଏମ୍ସ ଭୁବନେଶ୍ୱରରେ ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ: ବାକି ଦରମା ଓ ଇପିଏଫ୍ ଜମା ନହେବା ପ୍ରତିବାଦରେ ୪୪୦ ଗାର୍ଡଙ୍କ ଧାରଣା
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ବା ଏମ୍ସ ପରିସରରେ ଏକ ବଡ଼ଧରଣର ଅସନ୍ତୋଷ ଦେଖାଦେଇଛି। ବକେୟା ଦରମା ପାଇବା ଏବଂ ଇପିଏଫ୍ ଟଙ୍କା ଜମା ନହେବା ପ୍ରତିବାଦରେ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୪୪୦ ଜଣ ସୁରକ୍ଷାକର୍ମୀ କାର୍ଯ୍ୟବନ୍ଦ…