BCCI President: ସାମ୍ନାକୁ ଆସିଲା ବିସିସିଆଇ ସଭାପତି ପଦ ପାଇଁ ଏହି ବ୍ୟକ୍ତିଙ୍କ ନାଁ…ଥରେ ହେଲେ ବି ଖେଳିନାହାନ୍ତି…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତିଙ୍କ ନାମ ସେପ୍ଟେମ୍ବର ୨୮ ତାରିଖରେ, BCCIର ବାର୍ଷିକ ସାଧାରଣ ବୈଠକ ଦିନ ଘୋଷଣା କରାଯିବ। ବର୍ତ୍ତମାନ, ସମସ୍ତଙ୍କ ନଜର BCCIର ନୂତନ ସଭାପତି ଭାବରେ କାହାକୁ ନିଯୁକ୍ତ କରାଯିବ ତାହା ଉପରେ ରହିଛି। ଏହାରି ଭିତରେ ଶନିବାର…