Latest Odisha News

ନଦୀ ପଠାରେ ମହିଳାଙ୍କ ଅଧା ପୋତା ମୃତଦେହ ଉଦ୍ଧାର, କେହି ମାରି ପୋତି ଦେଇଥିବା ସନ୍ଦେହ…

କଟକ: କାଠଯୋଡି ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ କେହି ଦୃର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି । କୁକୁର ମୃତଦେହ ଖାଉଥିବା ବେଳେ ସ୍ଥାନୀୟଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ତାହା…

ଯୁକ୍ତ ୨ରେ କିସ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ୍‍

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳରେ କିସ୍‍ର ଛାତ୍ରଛାତ୍ରୀମାନେ ସନ୍ତୋଷଜନକ ସଫଳତା ହାସଲ କରିଛନ୍ତି । ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୪.୫୦, ୮୮.୮୦ ଓ ୮୮.୦୭ ପ୍ରତିଶତ ଥିବା ବେଳେ କିସ୍‍ର ପାସ…

ବିଜୟଙ୍କ ଯୁଗରେ ଫେରିଲା କଂଗ୍ରେସ, ୬ ଦଶନ୍ଧି ପରେ କ୍ଷମତା…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର କରାଯାଇଛି। ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କଲେ CM ବିଜୟ।ନୂଆ ସରକାରରେ ବିଜୟଙ୍କ ଟିଭିକେ ଦଳର ୨୧ ଜଣ ଏବଂ…

Oil and Food Prices: ଆହୁରି ବଢିବ ପେଟ୍ରୋଲ୍ ଡିଜେଲ୍ ଦର! ‘ଭୋକ ବିକଳରେ ପୋଡିଯିବ ପେଟ…’

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହେବ ପେଟ୍ରୋଲ୍ ଡିଜେଲ୍! ଦେଖାଦେବ ଖାଦ୍ୟ ସଙ୍କଟ! ବିଶ୍ବ ଉତ୍ତେଜନା ସାଙ୍ଗକୁ ଏଲ ନିନୋର ପ୍ରକୋପ ରକ୍ତ କାନ୍ଦଣା କାନ୍ଦିବ ବିଶ୍ବ! କିଛି ଏପରି ଭୟଙ୍କର ଚେତାବନୀ ଦେଇଛି FAO । ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (FAO) ବୁଧବାର…

ଓଡ଼ିଶା ଡିସକମ୍ ପକ୍ଷରୁ “ମୋ ଛାତ, ମୋ ସଞ୍ଚୟ’ର ଶୁଭାରମ୍ଭ

ଭୁବନେଶ୍ୱର: ମୁଫ୍‌‌ତ ବିଜିଲି ଯୋଜନା ଅଧୀନରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର (ଏମଏନଆରଇ) ଦେଶବ୍ୟାପୀ "ମନ୍ଥ ଅଫ୍ ସୋଲା‌ର’ ଅଭିଯାନର ଅଂଶ ସ୍ୱରୂପ ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ "ମୋ ଛାତ, ମୋ ସଞ୍ଚୟ’ ଶୀର୍ଷକ ଏକ ସଚେତନତା…

ଆସନ୍ତା ୨୪ ଯାଏଁ ଅପରିବର୍ତ୍ତିତ ରହିବ ପାଗ; ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ବୁଧବାର ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ, ଉପକୂଳବାସୀଙ୍କୁ ମଧ୍ୟ ଗରମ ସହ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାତିରେ ବି ତାତିରୁ ତ୍ରାହି ମିଳୁନି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ…

ବ୍ରହ୍ମପୁର ଗିରିରୋଡ୍‌ରେ ଆକ୍ରମଣ ଘଟଣା; ଫେରାର ମୁକେଶକୁ ଏନକାଉଣ୍ଟର

ବ୍ରହ୍ମପୁର: ବ୍ରହ୍ମପୁର ଗିରିରୋଡ୍‌ ରେ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ପିଟିବା ଘଟଣା । ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହୋଇଥିଲେ । ଏହା ପରେ ମୁକେଶ ପୋଲିସ ଉପରକୁ ଗୁଳି ଚଳାଇଥିଲା…

ରାଜ୍ୟ କ୍ୟାବିନେଟ୍‌ରେ ST-SC ବିଭାଗ ପାଇଁ ବଡ଼ ଘୋଷଣା…

ଭୁବନେଶ୍ବର: ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । କ୍ୟାବିନେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି । ୪୦୦…

୮୨ ବର୍ଷରେ ଡିଗ୍ରୀ ହାସଲ କଲେ ଟେନିସ ଖେଳାଳି

ନୂଆଦିଲ୍ଲୀ: ଜ୍ଞାନ ଆହରଣ କରିବାରେ ବୟସର କୌଣସି ସୀମା ନ ଥାଏ । ଆମେରିକାର ଟେନିସ ଖେଳାଳି ୱିଲି ଜିନ କିଙ୍ଗ ଏହା ପ୍ରମାଣିତ କରିଛନ୍ତି । ସେ ୮୨ ବର୍ଷ ବୟସରେ ଡିଗ୍ରୀ ହାସଲ କରିଛନ୍ତି । ଟେନିସ ର‌୍ୟାକେଟ ବଦଳରେ ସେ ସାର୍ଟିଫିକେଟ ଦେଖାଇ ଖୁସୀ ମନାଇଥିଲେ । କ୍ୟାଲିଫୋର୍ଣ୍ଣିଆ ଷ୍ଟେଟ…

୧୩ ବର୍ଷ ପରେ ୩ ମ୍ୟାଚରେ ବଦଳିଲେ ୩ ଅଧିନାୟକ

ମୁମ୍ବାଇ: ଆଇପିଏଲରେ ୧୩ ବର୍ଷ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ୩ଟି ମ୍ୟାଚରେ ଗୋଟିଏ ଟିମ ୩ ଜଣଙ୍କୁ ଅଧିନାୟକ କରିଛି । ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ କରିଛି ।…