ରାଜ୍ୟର ୩୪ ଲକ୍ଷ ୧୨ ହଜାର ଚାଷୀ ପାଇଲେ ପିଏମ୍ କିଷାନ ଟଙ୍କା
ଭୁବନେଶ୍ୱର: କୃଷି ବିଭାଗ ପଦ ସମ୍ଭାଳିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବୁଧବାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ୬୮୨.୫୨ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଯାହାଦ୍ଵାରା ଓଡ଼ିଶାର ୩୪,୧୨,୦୦୦ଚାଷୀ ଉପକୃତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ…