ପବିତ୍ର ଶ୍ରୀ ପଞ୍ଚମୀ ଲାଗି ଚଳଚଞ୍ଚଳ ସମସ୍ତ ବିଦ୍ୟାପୀଠ
ଭୁବନେଶ୍ୱର: ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଅବସରରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ ।
ବସନ୍ତ ଋତୁର ୫ମ ଦିନରେ ମାଆଙ୍କର ଏହି ପୂଜା…