ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ସମୟରେ ଆମେ ଜାଣିଲେ ପ୍ରଭୁଙ୍କର କିଛି ବେଶ ନିଜ ଭକ୍ତଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ହୋଇଥାଏ। ଯେପରି ଭକ୍ତ ମନୋହର ଦାସଙ୍କ ଇଚ୍ଛା କୁ ସମ୍ମାନ…