ବାଣୀପୀଠରେ ମହାସମାରୋହରେ ଚାଲିଛ ମା’ ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ
ଭୁବନେଶ୍ବର: ଚାରିଆଡେ ପୂଜାର ମାହୋଲ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ସମଗ୍ର ପରିବେଶ । ଭୁବନେଶ୍ବରର ଅଧିକାଂଶ ସ୍ଥାନରେ ମା' ଦୁର୍ଗାଙ୍କ ପୂଜା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଉତ୍କଳ ବିଶ୍ବବିଦ୍ୟାଳୟ ।୧୯୭୪ ମସିହାରୁ…