Trump ‘Very Close’ To Modi: ବଦଳୁଛି ଟ୍ରମ୍ପଙ୍କ ସ୍ବର, ବିଟ୍ରେନ ମାଟିରେ ବି ଦୋହରାଇଲେ…
ନୂଆଦିଲ୍ଲୀ: ଭାରତର ଆବଶ୍ୟକତା ବୁଝାପଡିବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ପରିବର୍ତ୍ତନ ହୋଇଛି । ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ମୁଖର ରହୁଥିବା ଦେଖିବାକୁ ମିଳୁଛି । ଟ୍ରମ୍ପ ବର୍ତ୍ତମାନ ବ୍ରିଟେନ ଗସ୍ତରେ ଅଛନ୍ତି। ଗସ୍ତ ସମୟରେ…