ଜେଲରେ ରାଜପାଲ ଯାଦବ, ସହାୟତା କଲେ ନେତା ଓ ଅଭିନେତା; ସୋନୁ ସୁଦ୍ କଲେ ଏଭଳି ଅପିଲ…
ମୁମ୍ବାଇ: ନିକଟରେ ଅଭିନେତା ରାଜପାଲ ଯାଦବ ଏକ ଚେକ୍-ବାଉନ୍ସ ମାମଲାରେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। ସେ କହିଥିଲେ ଯେ ସାହାଯ୍ୟ କରିବା ପାଇଁ ତାଙ୍କର କେହି ସାଙ୍ଗ ନାହାନ୍ତି କି ପାଖରେ ଟଙ୍କା ମଧ୍ୟ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ଏହି କଷ୍ଟକର ସମୟରେ କେହି ତାଙ୍କୁ ସମର୍ଥନ…