କିଏ ଗଢିଲା ‘କକ୍ରୋଚ୍ ଜନତା ପାର୍ଟି’; ମହୁଆ ଓ କୀର୍ତ୍ତି ଆଜାଦ ହେଲେ କର୍ମୀ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ କ୍ରିକେଟର ତଥା ଟିଏମସି ନେତା କୀର୍ତ୍ତି ଆଜାଦ "କକ୍ରୋଚ୍ ଜନତା ପାର୍ଟି"ରେ ଯୋଗ ଦେଇଛନ୍ତି।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଯୁବକମାନଙ୍କୁ "କକ୍ରୋଚ୍" କହିବା ପରେ "କକ୍ରୋଚ୍ ଜନତା…