Latest Odisha News

BREAKING NEWS

TPSODL: ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ଟିପିଏସ୍ଓଡିଏଲ୍ ଜାରି କଲା ସୁରକ୍ଷା ପରାମର୍ଶ

ବ୍ରହ୍ମପୁର: ଦୁର୍ଗାପୂଜା ତଥା ପାର୍ବଣ ଋତୁ ପାଖେଇ ଆସୁଥିବା ହେତୁ ବୈଦ୍ୟୁତିକ ନିରାପତ୍ତାକୁ ପ୍ରାଥମିକତା ଦେଇ ଦାୟିତ୍ୱପୂର୍ଣ୍ଣ ଭାବେ ଉତ୍ସବ ପାଳନ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ନିବେଦନ କରାଯାଇଛି।…

Block LeT, JeM Operations from Afghan: ଆଫଗାନିସ୍ତାନ ଭୂମିକୁ ଆତଙ୍କବାଦୀଙ୍କ ବ୍ୟବହାର ପାଇଁ ଦିଆଯିବ ନାହିଁ:…

ନୂଆଦିଲ୍ଲୀ: ଭାରତ ଜାତିସଂଘରେ ପାକିସ୍ତାନକୁ ପରୋକ୍ଷ ଭାବରେ ଚେତାବନୀ ଦେଇଛି । ଭାରତ ମିଳିତ ଜାତିସଂଘ (UN)ରେ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦ ବିରୋଧରେ କଠୋର ମନୋଭାବ ଗ୍ରହଣ କରିଛି। ଭାରତ ଆଫଗାନିସ୍ତାନର ପୁନଃନିର୍ମାଣର ସମର୍ଥକ ଏବଂ ସହଯୋଗୀ, କିନ୍ତୁ ଏହାର ମାଟିକୁ ଆଉ…

ଭାରତ ଉପରୁ ଆମେରିକା ହଟାଇବ କି ୨୫% ଅତିରିକ୍ତ ଶୁଳ୍କ?

ନୂଆଦିଲ୍ଲୀ: ଋଷ ଠାରୁ ତୈଳ କ୍ରୟ କରିବା ପରେ ଆମେରିକା ଅସନ୍ତୁଷ୍ଟ ହୋଇ ଅଗଷ୍ଟ ୨୭ରୁ ଭାରତୀୟ ଉତ୍ପାଦ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଯାହାପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ଆଗାମୀ ଆଠରୁ ଦଶ ସପ୍ତାହ ମଧ୍ୟରେ ଏହି ଶୁଳ୍କ ବିବାଦର ସମାଧାନ ହେବା…

ମେଡିକାଲ ଶିକ୍ଷା ଓ ତାଲିମ ବିକାଶ ନିମନ୍ତେ ୯୮ ନୂଆ ନିଯୁକ୍ତି…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ନଜର ରେ ରଖି ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ମୋଟ ୯୮ଟି ନୂତନ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୨୩ଟି ବିଶେଷଜ୍ଞ ବିଭାଗରେ ୯୧ ଜଣ ସହାୟକ ପ୍ରଫେସର ଓ…

୨୦ ହଜାର ଟଙ୍କାରୁ କମରେ Primebook 2 Pro ଓ Max ଲାପଟପ୍‌ ହେଲା ଲଞ୍ଚ, ମିିଳିବ Android 15 OS, AI ଫିଚର୍ସ

ଭୁବନେଶ୍ୱର: ଭାରତୀୟ କନଜ୍ୟୁମର ଟେକ୍‌ ବ୍ରାଣ୍ଡ ପ୍ରାଇମ୍‌ବୁକ୍‌ ତା’ର ନୂତନ ଲାପଟପ୍‌ ସିରିଜ୍‌—ପ୍ରାଇମ୍‌ବୁକ୍‌ ୨ ପ୍ରୋ ଏବଂ ପ୍ରାଇମ୍‌ବୁକ୍‌ ୨ ମ୍ୟାକ୍ସ—ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ଲାପଟପ୍‌ଗୁଡ଼ିକ ମିଡିଆଟେକ୍‌ ହେଲିଓ ଜି୯୯ ପ୍ରୋସେସର ଦ୍ୱାରା ଚାଲିତ ଏବଂ ଆଣ୍ଡ୍ରଏଡ୍‌ ୧୫…

ୟୁପିଆଇ ପେମେଣ୍ଟରେ ବଦଳିଲା ବଡ଼ ନିୟମ, ଏବେ ଲକ୍ଷେ ନୁହେଁ ….

ଭୁବନେଶ୍ୱର: ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଦ୍ୱାରା UPI ରେ ନୂଆ ନିୟମ ଆଣିଛି । ଯାହା ଭାରତର ଡିଜିଟାଲ୍ ଅର୍ଥନୀତିକୁ ନୂଆ ଦିଗ ଦେବ। ସେପ୍ଟେମ୍ବର ୧୫, ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ଛୋଟ ବ୍ୟବସାୟୀ, ଗ୍ରାମାଞ୍ଚଳର ଦୋକାନୀ ଏବଂ ସାଧାରଣ ଉଦ୍ୟୋଗୀଙ୍କୁ ବଡ଼…

ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଜନଜାତି ବିଦ୍ୟାଳୟ କିସ୍‍ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ କିସର ୪୦ ହଜାର ଛାତ୍ରଛାତ୍ରୀ ଏକାଠି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ପିଲାମାନେ ମୋଦୀଙ୍କ ମୁଖା ପିନ୍ଧି ଜନ୍ମଦିନ…

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା ତାରିଖ ଘୋଷଣା…

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଗୁରୁବାର ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ପରୀକ୍ଷା ୧୨ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଛି। ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି…

ପୂରା ଶସ୍ତା ହୋଇଗଲା ଇଲେକ୍ଟ୍ରୋନିକ୍ସ ଜିନିଷ ! ଏସି-ଫ୍ରିଜ ଦାମ ମାତ୍ର ଏତିକି

ଭୁବନେଶ୍ୱର: ଭାରତର ପରୋକ୍ଷ କର୍ଯ୍ୟପଦ୍ଧତିରେ ଏକ ଐତିହାସିକ ପରିବର୍ତ୍ତନ ଆସିବାକୁ ଯାଉଛି। ସେପ୍ଟେମ୍ବର ୨୨, ୨୦୨୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଜିଏସ୍‌ଟି ୨.୦ କେବଳ ଗ୍ରାହକଙ୍କ ପକ୍ଷରୁ ସୁଲଭତା ଆଣିବ ନାହିଁ, ବରଂ ଦେଶୀୟ ଉତ୍ପାଦନକୁ ନୂତନ ଗତି ପ୍ରଦାନ କରିବ। ଜିଏସ୍‌ଟି ପରିଷଦର…

ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଦୀପାବଳିରେ କର୍ମଚାରୀଙ୍କ ଆସୁଛି ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ତାର ନୂତନ ଡିଜିଟାଲ୍ ପ୍ଲାଟଫର୍ମ EPFO 3.0 କୁ ପ୍ରଚଳନ କରିବାକୁ ପ୍ରସ୍ତୁତି ଚଳାଇଛି। ଏହା କେବଳ ପିଏଫ୍ (ପ୍ରୋଭିଡେଣ୍ଟ୍ ଫଣ୍ଡ୍) ଉଠାଇବାକୁ ସହଜ କରିବ ନାହିଁ, ବରଂ ସାଧାରଣ ବ୍ୟାଙ୍କିଂ ପରି…