Latest Odisha News

BREAKING NEWS

ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ; କାହିଁକି ଏଭଳି କହିଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ। ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଆରାବଳି ପାହାଡ଼କୁ ରକ୍ଷା କରିବା ପାଇଁ ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ପଠାଇ କହିଛନ୍ତି ଯେ, ଏହା ଏକ ବିକଳ୍ପ ନୁହେଁ ବରଂ ସଂକଳ୍ପ ହେବା ଉଚିତ। ଯଦି ଆରାବଳି ପାହାଡ଼ ବଞ୍ଚି ରହିବ ତାହେଲେ ଦିଲ୍ଲୀ ସବୁଜମୟ…

ଭାରତକୁ ହରାଇ ପାକିସ୍ତାନ ହାସଲ କଲା ୧୯ ବର୍ଷରୁ କମ ଏସିଆ କପ ଟାଇଟଲ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ପାକିସ୍ତାନ ୧୯୧ ରନରେ ଶୋଚନୀୟ ଭାବେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୪୭ ରନ କରିଥିଲା । ସମୀର ମିନହାସ ୧୧୩ ବଲରେ ୧୭୨ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ…

ଜମ୍ମୁ-କଶ୍ମୀରରେ ଜଣଙ୍କ ଘରୁ ଖାଦ୍ୟ ଚୋରୀ କରି ଖସିପଳାଇବାରେ ସଫଳ ହେଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ଉଧମପୁର ଜିଲ୍ଲା ମୋଟୁ ଗାଁରେ ନଜର ଆସିଛନ୍ତି । ଶନିବାର ରାତିରେ ଜଣଙ୍କ ଘରୁ ଆତଙ୍କବାଦୀମାନେ ଖାଦ୍ୟ ଚୋରୀ କରି ଜଙ୍ଗଲ ଭିତରକୁ ପଳାଇ ଥିବା ସୂଚନା ରହିଛି । ଘନ ଜଙ୍ଗଲ ଏବଂ ଅନ୍ଧାରର ସୁଯୋଗ ନେଇ…

୬ଟି ଜିସିସି ରାଷ୍ଟ୍ରରୁ ୫ଟି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ…

ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି । ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି…

‘ମତେ ନ୍ୟାୟ ଦରକାର’.. ନିର୍ଯାତନା ମାମଲାରେ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହଙ୍କ ସାହାଯ୍ୟ ମାଗିଲେ…

ନୂଆଦିଲ୍ଲୀ: ଦିବଂଗତ ମାଫିଆ ଡନ୍ ହାଜି ମସ୍ତାନଙ୍କ ଝିଅ ହସିନ ମସ୍ତାନ ମିର୍ଜା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି, ଯୌନ ନିର୍ଯାତନା, ବଳପୂର୍ବକ ବିବାହ ଏବଂ ସମ୍ପତ୍ତି ହଡ଼ପ ମାମଲାରେ…

Modi gifted Assam tea to Putin: ଶ୍ରୀମଦ୍ ଦ୍ଭଗବଦ୍ ଗୀତା ସହିତ ପୁଟିନଙ୍କୁ ଆସାମର ଚା’ ଉପହାର ଦେଇଥିଲେ ମୋଦି,…

ନୂଆଦିଲ୍ଲୀ:  ନିକଟରେ ଭାରତ ଗସ୍ତରେ ଆସିଥିଲେ  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କୁ ଭାରତରେ ଭବ୍ୟ ସମ୍ଭର୍ଦ୍ଧନା କରାଯିବା ସହିତ ବହୁତ ବଡ଼ ବଡ଼ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଥିଲା । ପୁଟିନ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ । ଏବଂ…

RSS Aim Vishwa Guru India: ସଂଘକୁ ବିଜେପିର ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ: ମୋହନ ଭାଗବତ

କୋଲକାତା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ସଂଘକୁ ବୁଝିବା ପାଇଁ ଚେଷ୍ଟା କରିବା ସମୟରେ ତୁଳନା କିମ୍ବା ଭୁଲ ବ୍ୟାଖ୍ୟା ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। କୋଲକାତାରେ ଆରଏସଏସର ୧୦୦ତମ ବ୍ୟାଖ୍ୟା ଶୃଙ୍ଖଳାରେ ଭାଷଣ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ ସଂଘ ଏକ…

Imran Khan message: ଜେଲରୁ ବଡ଼ ବର୍ତ୍ତା ଦେଲେ ଇମ୍ରାନ ଖାନ, ରାଜରାସ୍ତାକୁ ଓହ୍ଲାଇବେ ଇମ୍ରାନଙ୍କ ସମର୍ଥକ

ନୂଆଦିଲ୍ଲୀ:  ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ପରେ, ଇମ୍ରାନ ଖାନ ଜେଲରୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ…

ବାଂଲାଦେଶରେ ବଢୁଛି ହିଂସା; ଚିଟାଗଙ୍ଗର ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ଏବଂ ଭାରତ ବିରୋଧୀ ଘଟଣା ମଧ୍ୟରେ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବୃଦ୍ଧି ପାଇଛି। ଯାହାଫଳରେ ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)ରେ ସମସ୍ତ ଭିସା ସେବା ପରବର୍ତ୍ତୀ…

Terrorists Take Food: ଜମ୍ମୁ-କାଶ୍ମୀରରେ ଘରୁ ଖାଦ୍ୟ ଚୋରି କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କୁ ସ୍ଥାନୀୟ ଲୋକ ଯୋଗାଉଛନ୍ତି କି ଖାଦ୍ୟ! ଜମ୍ମୁ-କାଶ୍ମୀରରେ ଏକ ଘରୁ ଆତଙ୍କବାଦୀ ଖାଦ୍ୟ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀ ଖାଦ୍ୟ ଚୋରି କରି ଜଙ୍ଗଲ ଅଡ଼େ ପଳାଇଥିବା ସୂଚନା ମିଳିଛି। ସତରେ ଆତଙ୍କବାଦୀ ଖାଦ୍ୟ ଚୋରି କରିଛି ନା ଜାଣିଶୁଣି ଏହାକୁ…