India-Russia annual summit: ଭାରତ-ରୁଷ ଶିଖର ସମ୍ମିଳନୀ ପୂର୍ବରୁ ରୁଷରେ ଏସ୍ ଜୟଶଙ୍କର…ପୁଟିନଙ୍କୁ ଭେଟି…
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଦିନ କ୍ରେମଲିନ୍ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଆଗାମୀ ବାର୍ଷିକ ଭାରତ-ରୁଷ ଶିଖର ସମ୍ମିଳନୀର ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି ।ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ଏହି ବୈଠକ ହୋଇଛି । ବୈଠକ ପରେ,…