Latest Odisha News

BREAKING NEWS

କଟକରେ ନକଲି ଝାଡା ଔଷଧ ‘ଓ-ଟୁ’ ବିକ୍ରି

କଟକ: ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। ପୂର୍ବରୁ ଉଚ୍ଚରକ୍ତ ଚାପର ନକଲି ଔଷଧ ବିକ୍ରି ହେଉଥିବା ବେଳେ ଏବେ ନକଲି ଝାଡା ଔଷଧ (ଓ-୨) ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମେଡଲେ ହେଉଛି ଏହି ଔଷଧର ମୂଳ ନିର୍ମାତା। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚୌଧୁରୀବଜାରରେ ଥିବା ଏକ…

ଜଙ୍ଗଲରେ ବୁଲୁଛି ମହାବଳ ବାଘ, କ୍ୟାମେରାରେ କଏଦ ହେଲା ଗତିବିଧି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇଟି ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର ବୁଲୁଛି ଓଡ଼ିଶାର ଜଙ୍ଗଲରେ। ଗୋଟିଏ କେନ୍ଦୁଝର ଜିଲ୍ଲାର ଘଟଗାଁ ଫରେଷ୍ଟ ରେଞ୍ଜରେ ଏବଂ ଅନ୍ୟଟି ବରଗଡ଼ ନିକଟ ଡେବ୍ରିଗଡ଼ ଅଭୟାରଣ୍ୟରେ। କ୍ୟାମେରାରେ କଏଦ ହୋଇଛି ଏହି ଦୁଇ ମହାବଳ ବାଘର ଗତିବିଧି। ଯାହାର ଫଟୋ ଏବେ…

ହକି ପ୍ରୋ-ଲିଗ୍‌: ଅନ୍ ଲାଇନ୍ ଟିକେଟ ବୁକିଂ ସାଇଟ୍ ଖୋଲୁଖୋଲୁ ୱେଷ୍ଟ ଷ୍ଟାଣ୍ଡ୍‌ର ଟିକେଟ୍‌ ସଂରକ୍ଷିତ ହେଲା…

ରାଉରକେଲା: ହକି ପ୍ରୋ ଲିଗ ଟିକେଟ ବୁକିଂ କରି ଅନେକ ଏବେ ଦୋଛକିରେ। କାରଣ ପଇସା କଟିଯାଇଛି କିନ୍ତୁ ଟିକେଟ କନଫପରମେସନ ବା ଟିକେଟ ସୁନିଶ୍ଚିତ ହୋଇଥିବା ସ୍ପଷ୍ଟ ହୋଇନି। ଯାହା ଲୋକଙ୍କୁ ଦୋଛକରି ପକାଇ ଦେଇଛି। ଓ୍ବେବସାଇଟ ଖୋଲୁଖୋଲୁ ଏହି ଅସୁବିଧା ରହିଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ୍‌ର…

ଖଡଗେ କେବଳ ନାଁକୁ କଂଗ୍ରେସ ଅଧ୍ୟକ୍ଷ: ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ବେଲଗାଭିରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, 'ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି କଂଗ୍ରେସର ମୁଖିଆ। କିନ୍ତୁ କାହା ପାଖରେ ରିମୋଟ କଣ୍ଟ୍ରୋଲ…

ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା, ଆନ୍ଦୋଳନରେ ବସିଛନ୍ତି ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଅଧ୍ୟାପକମାନେ ନିଜ ଦାବି ପୂରଣ ଦାବିରେ ଆନ୍ଦୋଳନରେ ବସିଛନ୍ତି। ସମାନ ଗ୍ରେଡ୍‌ ପେ’କୁ ସମାନ ଦରମା, ସମସ୍ତଙ୍କୁ ପେନ୍‌ସନ୍‌ ଓ ଗ୍ରାଚୁଇଟି ଆଦି ଦାବି କରି ୬୬୨…

ସିସିଟିଭି ସର୍ଭିଲେନ୍ସରେ ହେବ ଯୁକ୍ତ ଦୁଇ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ହେବ ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସୋମବାର ସେ ଏହି ସୂଚନା ଦେଇଛନ୍ତି। ବାର୍ଷିକ ବୋର୍ଡ…

ଅଭିଯୁକ୍ତ ଗୋପାଳର ପରିବାରକୁ ସୁରକ୍ଷା ଦେବା ପ୍ରସଙ୍ଗରେ ଶୁଣାଣି କଲେ ହାଇକୋର୍ଟ

କଟକ: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଦାବି କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ। ଯେଉଁଥିରେ ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁମନ୍ତ କୁମାର ସ୍ବାଇଁଙ୍କ…

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଶୁଣାଣି

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ ଟିମ୍। ଫେବୃଆରୀ 27ରେ ଏହି ଶୁଣାଣି ହେବ ବୋଲି…

ନବ ଦାସଙ୍କ ହତ୍ୟାର ତଦନ୍ତ କେବଳ ଅଭିଯୁକ୍ତ ଉପରେ କେନ୍ଦ୍ରୀଭୂତ ରହିଛି: ବିରୋଧୀ

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ଏଯାଏ ପରଦା ଉଠାଇ ପାରି ନଥିବା ବେଳେ କଂଗ୍ରେସ ଓ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ କୌଣସି ସୁଯୋଗ ହାତଛଡ଼ା…

କମୁଛି ପୁରୁଷଙ୍କ ଅନ୍ତଃବସ୍ତ୍ର ବିକ୍ରି, ଦେଶର ଅର୍ଥନୀତିକୁ ଲାଗିବ କି ଝଟକା?

ନୂଆଦିଲ୍ଲୀ: ଦେଶ ଦୁନିଆର ଅର୍ଥନୀତି କିପରି ରହିଛି ତାହା ଜଣାପଡ଼ିବ ପୁରୁଷଙ୍କ ଅଣ୍ଡର ଓ୍ୱୟର ବି ଅନ୍ତଃବସ୍ତ୍ର ବିକ୍ରି ରିପୋର୍ଟରୁ। ଏହା ହେଉଛି ୟୁଏସ ଫେଡ ରିଜର୍ଭର ପୂର୍ବତନ ପ୍ରମୁଖ ଅଧିକାରୀ ଆଲନ ସାନ୍ ଗ୍ରୀନସପନ(Alan Greenspan)ଙ୍କ ମତ। ଯିଏକି ଚାରି ଦଶନ୍ଧି ହେବ ଅଣ୍ଡର ଓ୍ୱୟର…