ବଲାଙ୍ଗୀରରେ ତିନି ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ
ବଲାଙ୍ଗୀର: ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଶନିବାର ଦିନ ବଲାଙ୍ଗୀରରେ ସେତୁ ଉଦଘାଟନ କରିବାକୁ ଯାଇଥିବା ତିନି ଜଣ ମନ୍ତ୍ରୀଙ୍କ ଆଗରେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି।
ମନ୍ତ୍ରୀ ଟୁକୁନି ସାହୁ, ପ୍ରୀତିରଞ୍ଜନ ଘଡେଇ ଓ ସାରଦା ପ୍ରସାଦ ନାୟକ…