Latest Odisha News

BREAKING NEWS

Shikar Teaser Released: ଅମ୍ଲାନ ଏଲିନାଙ୍କ ‘ଶିକାର’ଟିଜର ରିଲିଜ; ରଜରେ ଆସୁଛି ଏହି ସସପେନ୍ସରେ ଭରା…

ଭୁବନେଶ୍ବର: ଓଡ଼ିଆ ଫିଲ୍ମ 'ଶିକାର' ଟିଜର ହେଲା ରିଲିଜ । ନିର୍ମାତା ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ରଜ ଅବସରରରେ ଜୁନ ୧୨ରେ ଏହି ଫିଲ୍ମ ପରଦାକୁ ଆସିବ । ଏହି ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମ୍ଲାନ ଦାସ । ୧ ମିନିଟ୍ ୨୮ ସେକେଣ୍ଡର ଟିଜର…

CBSE ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF-SE) ୨୦୨୩ ଅନ୍ତର୍ଗତ ୯ମ ଏବଂ ୧୦ମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ଅନୁଯାୟୀ, ଜୁଲାଇ ୧, ୨୦୨୬ ଠାରୁ ୯ମ ଶ୍ରେଣୀରେ…

ବ୍ରଶ୍ କରିବା ପରେ ମଧ୍ୟ କାହିଁକି ଦାନ୍ତ କ୍ଷୟ ହୁଏ? ପ୍ରକୃତ କାରଣ ଜାଣନ୍ତୁ…

ଭୁବନେଶ୍ବର: ପ୍ରତିଦିନ ଦାନ୍ତ ଘଷିଲେ ମଧ୍ୟ କିଛିଜଣଙ୍କ ଦାନ୍ତ କ୍ଷୟ ହୋଇଥାଏ । ତେବେ ଆପଣ ଏହାର କାରଣ ଜାଣିଛନ୍ତି କି ? କାରଣ ଦାନ୍ତ ଘଷିବା ଦ୍ଵାରା କ୍ୟାବିଟି ହେବ ନାହିଁ ବୋଲି ନିଶ୍ଚିତ ନୁହେଁ। ଏହା ସହିତ ଆହୁରି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । କ୍ୟାବିଟି କାହିଁକି…

ଚମ୍ପକକୁ ନେଇ ଅସନ୍ତୁଷ୍ଟ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଚଳିତ ଆଇପିଏଲରେ ସେ ଶତକ ମାରିବା ସହ ଟପ ସ୍କୋରର ଦୌଡରେ ରହିଛନ୍ତି । ଏକ ସାକ୍ଷାତକାରରେ କୋହଲି କିନ୍ତୁ ଚମ୍ପକ ଉପରେ ଅସନ୍ତୁଷ୍ଟ ଥିବା କହିଛନ୍ତି । ଆପଣମାନେ ଭାବୁଥିଲେ ଏହି ଚମ୍ପକ କିଏ ?…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାରେ ଅର୍ଦ୍ଧସାମରିକ ବାହିନୀ ସବୁଠୁ ଆଗରେ..

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଧନ (ପେଟ୍ରୋଲ ଏବଂ ଡିଜେଲ) ସଂରକ୍ଷଣ କରିବା ପାଇଁ ନାଗରିକମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ଏହି ନିବେଦନର ପ୍ରଭାବ ଏବେ ଦେଶର ଅର୍ଦ୍ଧସାମରିକ ବାହିନୀରେ ସ୍ପଷ୍ଟ ଭାବରେ…

ଛୁଆ ଜନ୍ମ କଲେ ମିଳିବ ହଜାର ହଜାର ଟଙ୍କା, ଆସିଲା ନୂଆ ଯୋଜନା

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ତୃତୀୟ ଶିଶୁ ଜନ୍ମ ହେଲେ ପରିବାରକୁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ଶିଶୁ ପାଇଁ ୪୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଶୁକ୍ରବାର ଏହି ନୂତନ…

ବାଘଛାଲ ଚୋରା ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ପୋଲିସ; ୩ ଗିରଫ

ବ୍ରହ୍ମପୁର: ବାଘଛାଲ ଚାଲାଣ ବେଳେ ମାଡି ବସିଲା ପୋଲିସ । ଏଭଳି ଖବର ସାମ୍ନାକୁ ଆସିଛି ଧନାବଡ଼ା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆଙ୍କୁଳି ଅଞ୍ଚଳରେ । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଏକ ବାଘଛାଲ, ୨ଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ରଡ୍‌ ଏବଂ ଗୋଟିଏ ଛୁରୀ ଜବତ କରିଛି ।…

NEET ପେପର ଲିକ୍; ବରିଷ୍ଠ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ: NEET UG 2026 ପେପର୍ ଲିକ୍ ମାମଲାରେ ସିବିଆଇ ଆଉ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ସିବିଆଇ ପୁଣେରୁ ଜଣେ ବାୟୋଲୋଜି ଅଧ୍ୟାପିକାଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଏହି ମାମଲାର ବାୟୋଲୋଜି ଅଧ୍ୟାପିକା ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ବ୍ୟାପକ ପଚରାଉଚରା ପରେ ସିବିଆଇ…

ପେଟ୍ରୋଲ ଉପରେ ୩ ଟଙ୍କାର SAED କାହିଁକି ଲଗାଇଲେ ସରକାର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତର ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଥିବା ବେଳେ ତେଲ କମ୍ପାନୀଗୁଡ଼ିକ ଏବଂ ରପ୍ତାନିକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ଅସ୍ଥାୟୀ ଟିକସରେ ମଧ୍ୟ…

ସୈଫ୍ ଅଲ୍ଲୀ ଖାନଙ୍କ ଖୁଲାସା; “ମୈଁ ଖିଲାଡି ତୁ ଅନାରୀ” ହଲିଉଡ୍ ଫିଲ୍ମର ରିମେକ୍ ଥିଲା

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବେ ତାଙ୍କର ନୂଆ ଚଳଚ୍ଚିତ୍ର "କର୍ତ୍ତବ୍ୟ" ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଆଜି Netflix ରେ ପ୍ରିମିୟର ହୋଇଛି। ନିଜ କ୍ୟାରିଅରରେ ସୈଫ୍ ଅଲ୍ଲୀ ଖାନ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ଯଦିଓ ସେ ତାଙ୍କ ପ୍ରାରମ୍ଭିକ କ୍ୟାରିଅରରେ ମୁଖ୍ୟତଃ…