US Tech Is A Risk: ଆମେରିକାର ଟେକ୍ନୋଲୋଜି ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଏକ ବିପଦ; GTRI ଦେଲା ଚେତାବନୀ
ନୂଆଦିଲ୍ଲୀ: ଭାରତ ଆମେରିକୀୟ ସଫ୍ଟୱେର୍, କ୍ଲାଉଡ୍ ସେବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅତ୍ୟଧିକ ନିର୍ଭରଶୀଳ। ଭୂରାଜନୈତିକ ଉତ୍ତେଜନା(geopolitical strain) ସମୟରେ ଆମେରିକାର ସଫ୍ଟୱେର୍, କ୍ଲାଉଡ୍ ସେବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ (US software, cloud services, and…