Latest Odisha News

BREAKING NEWS

Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି…

ନୂଆଦିଲ୍ଲୀ: ଆମେରିକା ମହୋତ୍ସବରେ ଗୁଳିବର୍ଷା । ବହୁସଂଖ୍ୟାରେ ଲୋକ ଆହତ । ଆମେରିକାର ଟୋଲେଡୋରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଟୋଲେଡୋରେ ଏକ ମହୋତ୍ସବ ନିକଟରେ ଅନେକ ଲୋକଙ୍କୁ ଅଚାନକ ଗୁଳି କରାଯାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ସେପଟେ ଏହି ଗୁଳିଚାଳନା କିଏ ଏବଂ କାହିଁକି…

Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ,…

ଭୁବନେଶ୍ବର: ମହାନଦୀ ବିବାଦକୁ ଦେଇ ରାଜଧାନୀ ଦିଲ୍ଲୀରେ ୧୧ ଦିନିଆ ମାନସମନ୍ଥନ ହେବାକୁ ଯାଉଛି । ଆମ୍ନାସାମ୍ନୀ ବସି ମହାନଦୀ ବିବାଦର ସମାଧାନ ବାହାର କରିବେ ଛତିଶଗଡ ଏବଂ ଓଡିଶା ସରକାର । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ମହାନଦୀ ଜଳ ବିବାଦ ଉପରେ କେନ୍ଦ୍ରିତ ଏକ ୧୧ ଦିନିଆ "ମାନସ…

LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି…

ନୂଆଦିଲ୍ଲୀ: ରୋଷଇ ଘରେ ମହଙ୍ଗା ମାଡ । ପୁଣି ବୃଦ୍ଧି ପାଇଲା ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୨୯ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବଢି ଏବେ ୯୪୨ ଟଙ୍କା ହୋଇଛି।…

ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ

ଭୁବନେଶ୍ବର: ସ୍କିଲ ମ୍ୟାପିଂ ହେଉଛି ସୁଭଦ୍ରା ହିତାଧିକାରୀଙ୍କ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଯାହା ପାଖରେ ଯାହା ଦକ୍ଷତା ଥିବ, ଏଆଇ ଆଧାରରେ ତାର ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

କେନ୍ଦୁଝର: ଚାକିରି ଦେବାକୁ କହି ଯୁବକଙ୍କ ଠାରୁ ଠକି ନେଲେ ସାଢେ ୫ ଲକ୍ଷ ଟଙ୍କା । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । ଏହି ଠକେଇ ମାମଲାରେ ପୋଲିସ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ରଞ୍ଜିତ…

ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସଫଳତା । ମଞ୍ଜୁର ହେଲା ୩ ହଜାର ୭୯୩ କୋଟିର ୨୪ ପ୍ରକଳ୍ପ । ଏହା ଦ୍ବାରା ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍…

Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ

ଭୁବନେଶ୍ୱର: ସମ୍ବଲପୁର ଫୁଟବଲ ଏକାଡେମୀକୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସମ୍ବଲପୁର ଗସ୍ତରେ ଯାଇ ଏହି ଏକାଡେମୀ ପରିଦର୍ଶନ କରି ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି । ୧୫ କୋଟି ଟଙ୍କା ରେ ଆରମ୍ଭ ହୋଇଥିବା ଏକାଡେମୀ ପରିସରରେ…

ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର

ନୂଆଦିଲ୍ଲୀ: ଟେନିସ ଜଗତକୁ ଏକ ନୂଆ ମହିଳା ସୁପରଷ୍ଟାର ମିଳିଛି । ୧୯ ବର୍ଷୀୟା ମୀରା ଏଣ୍ଡ୍ରିଭା ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଫାଇନାଲରେ ସେ ପୋଲାଣ୍ଡର ମାଜା ଚେଲିସ୍କାଙ୍କୁ ୬-୩ ଓ ୬-୨ ସିଧାସଳଖ ସେଟରେ ପରାସ୍ତ…

ଫିଲ୍ମ ‘ବାରାଣସୀ’କୁ ନେଇ ବଡ ଖୁଲାସା, ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ ମହେଶ ବାବୁ

ମୁମ୍ବାଇ: ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଫିଲ୍ମ "ବାରଣାସୀ" ବିଷୟରେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଫିଲ୍ମ ଘୋଷଣା ହେବା ପରଠାରୁ, ଏହା ଆଲୋଚନାର ବିଷୟ ହୋଇଛି । ଏବେ, ଫିଲ୍ମର ଲେଖକ, ରାଜାମୌଲିଙ୍କ ପିତା, ଭି ବିଜୟେନ୍ଦ୍ର ପ୍ରସାଦ ଏକ ପ୍ରକାଶ କରିଛନ୍ତି ଯାହା ପ୍ରଶଂସକଙ୍କ…

ଲାକ୍ଷାଦ୍ୱୀପରେ ମଦ ଉପରୁ ହଟିଲା ନିଷେଧ, ଏବେ ଲାଇସେନ୍ସ ସହିତ ମିଳିବ ମଞ୍ଜୁରୀ

କାଭାର୍ତି: ଲାକ୍ଷାଦ୍ୱୀପ ସମ୍ପର୍କରେ ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଲାକ୍ଷାଦ୍ୱୀପ ଆଉ ସମ୍ପୂର୍ଣ୍ଣ "ଡ୍ରାଏ ଟେରାଟୋରୀ" ଅର୍ଥାତ୍ ଏକ ମଦ୍ୟପାନ ମୁକ୍ତ ଅଞ୍ଚଳ ହୋଇ ଆଉ ରହିବନି । ସରକାର ଦ୍ୱୀପରୁ ୪୭ ବର୍ଷର ପୁରୁଣା ମଦ୍ୟପାନ ନିଷେଧକୁ ସମ୍ପୂର୍ଣ୍ଣ ଭାବରେ ଉଠାଇ…