ଭୁବନେଶ୍ୱରକୁ ପୁଣି ଫେରିବ ପଥ ଉତ୍ସବ…
ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରକୁ ଫେରିବାକୁ ଯାଉଛି ଲୋକପ୍ରିୟ କାର୍ଯ୍ୟକ୍ରମ ପଥ ଉତ୍ସବ।
ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ଚଞ୍ଚଲ ରାଣାଙ୍କ ଅନୁଯାୟୀ, ଡିସେମ୍ବର ଶେଷ ଭାଗରୁ ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ସହରର ତିନୋଟି ଭିନ୍ନ ଜୋନରେ ଏହା…