Latest Odisha News

BREAKING NEWS

Sambalpur Shutdown: ଖରିଫ ଧାନ କିଣାରେ ଅବ୍ୟବସ୍ଥା, ୧୨ ଘଣ୍ଟା ପାଇଁ ସମ୍ବଲପୁର ବନ୍ଦ

ସମ୍ବଲପୁର: ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ, ବଜାର, ଅଫିସ ସବୁ ବନ୍ଦ୍ ରହିବ। ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଚାଷୀ । ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକ ବାଦ୍ ଦିଆଯାଇଛି। ସମସ୍ତ…

Republic Day Guests: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇୟୁ ଓ ଇସି ସଭାପତି

ନୂଆଦିଲ୍ଲୀ: ଆସନ୍ତା ମାସ ଜାନୁଆରୀ ୨୬ ତାରିଖରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ୟୁରୋପୀୟ କମିଶନ (EU) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥି ହେବେ। ସେମାନଙ୍କର ଗସ୍ତ ଭାରତ-ୟୁପି ଶିଖର ସମ୍ମିଳନୀ ସହିତ ଆରମ୍ଭ ହେବ,…

Opposition Protest: ସଂସଦ ପରିସରରେ ରାତିସାରା ଧାରଣା ଦେଲେ ବିରୋଧୀ

ନୂଆଦିଲ୍ଲୀ: ଗୁରୁବାର ରାତିସାରା ସଂସଦରେ ଧାରଣା ଦେଲେ ବିରୋଧୀ। ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍ ପାସ୍ ହେବା ପ୍ରତିବାଦରେ ବିରୋଧୀ ନେତାମାନେ ସଂସଦ ପରିସରରେ ଧାରଣା ଦେଇଥିଲେ। ସେମାନେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ଟିଏମସି ରାଜ୍ୟସଭାର…

SI ପରୀକ୍ଷା ସ୍କାମ୍: ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଏସଆଇ ପରୀକ୍ଷା ସ୍କାମ୍ ମାମଲା। ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ। ଶଙ୍କର, ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ। ଏନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ସିବିଆଇ। ଘଟଣାର…

Bangladesh Violence: ବାଂଲାଦେଶରେ ପୁଣି ହିଂସା, ଉତ୍ତେଜନା

ଢାକା: ବାଂଲାଦେଶ ପୁଣି ହିଂସା। ଯୁବ ବାଂଲାଦେଶୀ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ଅନେକ ସହରରେ ହିଂସା ଓ ଉତ୍ତେଜନା ଦେଖାଦେଇଛି। ପ୍ରମୁଖ ଖବରକାଗଜ କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି ଏବଂ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଛି। ବାଂଲାଦେଶରେ ଏହି ହିଂସା ଜାତୀୟ ନିର୍ବାଚନ…

ଓଇଆରସି ଦ୍ୱାରା ସିକ୍ୟୁରିଟି ଜମା ରାଶି ବାଧ୍ୟତାମୂଳକ ହୋଇଛି: ଟିପି ଓଡ଼ିଶା ଡିସକମ

ଭୁବନେଶ୍ୱର: ବିଦ୍ୟୁତ ବିଲ୍‌‌ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ କରୁଛି ବୋଲି କହିଛନ୍ତି ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ…

ଈଶାନଙ୍କ ବିସ୍ଫୋରକ ଶତକ: ଝାଡଖଣ୍ଡ ଜିତିଲା ସ୍ମାଟ ୨୦୨୫ ଟାଇଟଲ

ପୁଣେ: ଏଠାରେ ଅନୁଷ୍ଠିତ ସୟେଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲରେ ଝାଡଖଣ୍ଡ ୬୯ ରନରେ ହରିୟାଣାକୁ ହରାଇ ପ୍ରଥମ ଟାଇଟଲ ହାସଲ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଅଧିନାୟକ ଈଶାନ କିଶାନ ବିସ୍ଫୋରକ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ…

ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫: କାଂସ୍ୟ ଜିତିଲେ ଓଡ଼ିଶାର କୋମଲ

ଭୁବନେଶ୍ୱର/ରାଉରକେଲା: ରାଉରକେଲାର ପ୍ରତିଭାବାନ ଯୁବ ଉଦ୍ଭାବକ କୋମଲ ପ୍ରତିଷ୍ଠିତ ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫ରେ ଶିଳ୍ପ ଡିଜାଇନ୍ ପ୍ରଯୁକ୍ତିବିଦ୍ୟାରେ କାଂସ୍ୟ ପଦକ ଜିତି ବିଶ୍ୱ ଦକ୍ଷତା ମାନଚିତ୍ରରେ ସଫଳତା ହାସଲ କରିଛନ୍ତି। ତେବେ ତାଙ୍କର ବିଜୟ କେବଳ ଡିଜାଇନ୍‌-ନେତୃତ୍ୱାଧୀନ…

୫ ବର୍ଷ ପରେ ଜଙ୍ଗଲରୁ ଉଦ୍ଧାର ହେଲେ, ଜାଣନ୍ତୁ କେମିତି କାଟୁଥିଲେ ଜୀବନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଙ୍ଗଲ ଭିତରେ ଗତ ପାଞ୍ଚ ବର୍ଷ ଧରି ଏକାକୀ ଜୀବନଯାପନ କରୁଥିବା ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମୋହନା ବ୍ଲକର ମେରାପାଲି ଗାଁରେ ଥିବା ଘରକୁ ଫେରାଇ ଅଣାଯାଇଥିବା ଏକ ରିପୋର୍ଟରେ…

ସବୁ ଫୋନ ଉପରେ ସାଇବର ଆଟାକ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍, ଲ୍ୟାପଟପ୍ କିମ୍ବା ଇଣ୍ଟରନେଟ୍ ବ୍ରାଉଜର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଲ୍ ଏବଂ ଗୁଗୁଲ୍ ବିଶ୍ୱବ୍ୟାପୀ ଏକ ଗମ୍ଭୀର ସାଇବର ଆକ୍ରମଣ ପରେ ଏମରଜେନ୍ସି ସିକ୍ୟୁରିଟି ଅପଡେଟ୍ ଜାରି କରିଛନ୍ତି। ଉଭୟ କମ୍ପାନୀ…