ଚଳଚ୍ଚିତ୍ର ‘ମିସନ୍ ମଙ୍ଗଲ’ର ନିର୍ଦ୍ଦେଶକରଙ୍କ ବଡ ଘୋଷଣା, ନିର୍ମାଣ ହେବ ‘ଚନ୍ଦ୍ରଯାନ-୩’ ଉପରେ ଫିଲ୍ମ
ମୁମ୍ବାଇ: ଚନ୍ଦ୍ରରେ ତ୍ରୀରଙ୍ଗା ଉଡାଇଲା ଭାରତ । ଅନେକ ଦେଶ ଯାହା କରିପାରିନଥିଲେ, ଭାରତ କମ୍ ବଜେଟ ଏବଂ କମ୍ ସମୟ ମଧ୍ୟରେ ତାହା କରି ଦେଖାଇଛି । ଏହି ସଫଳତା ପାଇଁ ସିନେ ତାରକାମାନେ ମଧ୍ୟ ଖୁସି ମନାଇବା ସହ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଇସ୍ରୋର ସଫଳତା ପାଇଁ ଚଳଚ୍ଚିତ୍ର…