କେତେ ଆସନ ଜିତିଲେ ବିରୋଧୀଦଳ ନେତା ପଦ ମିଳିପାରିବ, ବିହାର ଫଳାଫଳ ଭିତରେ ଜାଣନ୍ତୁ ଏହି ବଡ଼ ନିୟମ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ୨୦୦ ସିଟ୍ର ସଂଖ୍ୟାକୁ ଅତିକ୍ରମ କରି ଏକ ଦମଦାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମହାଗଠବନ୍ଧନର କେବଳ ୩୫ ସିଟ୍ରେ ସୀମିତ ରହିଯାଇଛି। ଏହାରି ଭିତରେ ରାଜନୈତିକ ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସିଛି ବିରୋଧୀ ଦଳ ପଦ…