Latest Odisha News

BREAKING NEWS

ଭାରତ ଏ ଦଳ ଘୋଷିତ: ରୋହିତ, କୋହଲିଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା । ତେବେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । କୋହଲି, ରୋହିତ ଏବଂ ଶ୍ରେୟାଶ ଆୟାରଙ୍କୁ ଦଳରେ ସ୍ଥାନ…

ବିମାନ ଉଡ଼ାଣ ସମୟରେ ପାଇଲଟମାନେ ଶୋଇପାରିବେ କି? କ’ଣ କହୁଛି ସର୍ଭେ?

ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ୍ ଶୋଇପାରିବେ କି? ଜର୍ମାନ ପାଇଲଟମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେ ସମସ୍ତଙ୍କୁ ଚକିତ କରିଛି । ସର୍ଭେ କରାଯାଇଥିବା ସମସ୍ତ ଜର୍ମାନ ପାଇଲଟ୍ ଉଡ଼ାଣ ସମୟରେ ଶୋଇବା କଥା ସ୍ୱୀକାର କରିଛନ୍ତି । ଜର୍ମାନ ପାଇଲଟ୍ ୟୁନିଅନ୍ କହିଛି ଯେ, ଉଡ଼ାଣ…

Terror sympathizers arrested:୩ ଆତଙ୍କବାଦୀ ସମର୍ଥକ ଗିରଫ, ୭ଟି AK ରାଇଫଲ୍ ସମେତ ଯୁଦ୍ଧ ସାମଗ୍ରୀ ଜବତ

ଶ୍ରୀନଗର:ରବିବାର ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଜମ୍ମୁ ଓ କାଶ୍ମୀର ପୋଲିସ ପୁଞ୍ଚ (Poonc)ଜିଲ୍ଲାରେ ତିନି ଜଣ ଆତଙ୍କବାଦୀ ସମର୍ଥକଙ୍କୁ ଗିରଫ କରିବା ସହିତ ସାତଟି AK-47 ରାଇଫଲ (ପୂର୍ବରୁ ୦୪ଟି ଉଦ୍ଧାର କରାଯାଇଥିଲା) ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଭାରତର ଅମନ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଅଲିମ୍ପିକ ପକଦ ବିଜେତା ଭାରତର ଷ୍ଟାର ରେସଲର ଅମନ ସେହରାୱତ ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ଅମନଙ୍କ ଓଜନ ୧.୭ କିଲୋଗ୍ରାମ ଆବଶ୍ୟକଠାରୁ ଅଧିକ ରହିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ

ଝାରସୁଗୁଡା: OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ । ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ନେପାଳର ବାସିନ୍ଦା ଗୋବିନ୍ଦ କୋମଲ । ଖବରମୁତାବକ, ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲି ରହିଛି।…

ମିଗ୍-୨୧କୁ ସ୍ୱତନ୍ତ୍ର ବିଦାୟ ଦେବାକୁ ପ୍ରସ୍ତୁତି ଆରମ୍ଭ, ବାୟୁସେନା ଜାରି କଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବ । ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ୨୬ ସେପ୍ଟେମ୍ବରରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ । ମିଳିଥିବା ଖବର…

‘ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ’

ପୁରୀ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ଅବସରରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ପୁରୀ ଧାଡ଼ି ଦର୍ଶନକୁ ନେଇ ସେ କହିଛନ୍ତି ଯେ, ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ…

ଚାଷୀଙ୍କ ପାଇଁ ଯଦି କିଏ ଅଧିକ ହିତାକାଂକ୍ଷୀ, ସେ ହେଉଛନ୍ତି ବିଜେପି ସରକାର: ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କାଉଣ୍ଟର ଆଟାକ କରିଛନ୍ତି ସ୍ବାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର୍ ମୁକେଶ ମହାଲିଙ୍ଗ । ସେ କଡା ଜବାବ ରଖି କହିଛନ୍ତି ଯେ, ଚାଷୀଙ୍କ ପାଇଁ ସବୁଠୁ ଅଧିକ ଚିନ୍ତା କରୁଥିବା ସରକରା ହେଉଛି ଆମ ସରକାର । ଓଡ଼ିଶାରେ ବିଜେପି…

Davis Cup: ୩୨ ବର୍ଷ ପରେ ଇତିହାସ ରଚିଲା ଭାରତୀୟ ଟେନିସ୍ ଦଳ, ୩-୧ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲା…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବିଏଲ୍ ସହରରେ ଶନିବାର ଭାରତୀୟ ପୁରୁଷ ଟେନିସ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ସ୍ୱିଜରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ଡେଭିସ୍ କପ୍ ୨୦୨୫ ବିଶ୍ୱ ଗ୍ରୁପ୍ ଆଇ ଟାଇ ଜିତିଛି ଏବଂ ୨୦୨୬ କ୍ୱାଲିଫାୟରରେ ସ୍ଥାନ ସୁରକ୍ଷିତ କରିଛି। ତେବେ ୩୨ ବର୍ଷ ମଧ୍ୟରେ ଏକ…

ମାଲବାହୀ ଟ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଜଗତସିଂହପୁରର ପାରାଦୀପରେ ରବିବାର ଦିନ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ତାଳଚେରରୁ ଆସିଥିବା ଟ୍ରେନ୍‌ଟି ବନ୍ଦର ଭିତରେ ଥିବା ଏକ ଘରୋଇ କମ୍ପାନୀ ପରିସରକୁ ଯାଉଥିବା ବେଳେ ମୃତଦେହ ଠାବ କରାଯାଇଥିଲା। ବନ୍ଦର…