ଓଡ଼ିଶାରେ ‘ଭାରତ ବନ୍ଦ’କୁ ମିଳୁନି ସମର୍ଥନ; ସ୍ୱାଭାବିକ ଚଳାଚଳ କରିବ ଯାନବାହନ !
ଭୁବନେଶ୍ୱର: ସିଏଏ ଓ ଏନଆରସିକୁ ବିରୋଧ କରି ଲଗାତର ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ବହୁ ଜନ କ୍ରାନ୍ତି ମୋର୍ଚ୍ଚା ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ।
ଏକ ପୋଷ୍ଟର ମାଧ୍ୟମରେ ଏହି ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଥିଲେ ମଧ୍ୟ ଓଡ଼ିଶାରେ କୌଣସି…