Latest Odisha News

BREAKING NEWS

Private Bus Strike:୧୦ରେ ହେବାକୁ ଥିବା ବସ୍‌ ଧର୍ମଘଟ ସ୍ଥଗିତ; ରାଜ୍ୟ ସରକାରଙ୍କୁ ସମୟ ଦେଲା ସଂଘ

ଭୁବନେଶ୍ବର: ୧୦ ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟ ସ୍ଥଗିତ ରହିଲା । ଶୁକ୍ରବାର STA କମିଶନଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ଘରୋଇ ବସ ମାଲିକ ସଂଘ । ୧୪ ଟି ପାରାମିଟର ନେଇ ବସ ଭଡା ବୃଦ୍ଧି…

ରାଜ୍ୟରେ ବଢ଼ିପାରେ ସ୍କୁଲ ଖରାଛୁଟି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ସ୍କୁଲ ଗୁଡ଼ିକର ଖରାଛୁଟି ଅବଧିକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ନେଇ ସୂଚନା ଦେଇଛନ୍ତି। …

ଭାରତରେ ଆସିବ କି ପ୍ଲାଷ୍ଟିକ୍ ନୋଟ୍? ଆରବିଆଇ କରୁଛି ବିଚାର

ନୂଆଦିଲ୍ଲୀ: ଭାରତରେ ନଗଦ କାରବାର ବୃଦ୍ଧି ପାଉଥିବା ବେଳେ ଖୁବ୍ ଶୀଘ୍ର ଦେଶରେ ପଲିମର (ପ୍ଲାଷ୍ଟିକ୍) ମୁଦ୍ରା ବା ନୋଟ୍ ପ୍ରଚଳନ କରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବିଚାର କରୁଛି। ଏ ନେଇ ଶୁକ୍ରବାର ଦିନ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। …

Mamata’s Lok Sabha Plan: ଦିଦିଙ୍କ ଶେଷ ଅସ୍ତ୍ର…ଲୋକସଭା ଏଣ୍ଟ୍ରି?

ନୂଆଦିଲ୍ଲୀ: ଲୋକସଭାରେ ମମତାଙ୍କ ଏଣ୍ଟ୍ରି? ବଦଳାଇ ଦେବ କି ଟିଏମସି ଭାଗ୍ୟ? ବୁଡୁଥିବା ଟିଏମସି ଡଙ୍ଗାକୁ କୂଳରେ ଲଗାଇବା ପାଇଁ ଏବେ ଶେଷ ଚାଲ୍ ଚଲାଇବାକୁ ଚାଉଛନ୍ତି ମୁଖିଆ ମମତା ବାନାର୍ଜି । ଗୋଟେ ପଟେ ବଙ୍ଗ ହାତରୁ ଗଲା, ଆଉ ଏବେ ଫାଳ ଫାଳ ହେବାକୁ ବସିଲାଣି ତୃଣମୂଳ…

୨୬ ବର୍ଷରେ ଆକାଶଛୁଆଁ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ତ ବଢ଼ୁଛି, କିନ୍ତୁ ଏହି ବିକାଶ ସହିତ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଛି ସବୁଠାରୁ ବଡ଼ ଚଡ଼କ । ବିଗତ ୨୬ ବର୍ଷ ମଧ୍ୟରେ ଦେଶରେ ଆକାଶଛୁଆଁ ମହଙ୍ଗା ମାଡ଼ ହୋଇଛି, ଯାହା ଆମ ଆଦମୀର ସାରା ମାସର ବଜେଟ୍‌କୁ ବିଗାଡ଼ି ଦେଇଛି । ଯେଉଁ…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ସମ୍ଭାବନା !

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତାର ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକା ପ୍ରକାଶ ପାଇବା ପରେ ଦେଶର ରାଜନୀତିରେ ଏକ ବଡ଼ ହଲଚଲ୍ ଦେଖାଦେଇଛି । କାରଣ ମୋଦୀ ସରକାରର ଦୁଇ ବଡ଼ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ରବନୀତ…

ଦୁଷ୍କର୍ମ ଓ ହତ୍ୟା ଧମକ ଘଟଣାରେ ୮ ବର୍ଷ ପରେ ଗିରଫ ହେଲା ମୌଲାନା

କଟକ: ଦୁଷ୍କର୍ମ ଅଭିଯୋଗରେ ଫେରାର ମୌଲାନା ଗିରଫ । ଜାମସେଦପୁରରୁ ଗିରଫ କଲା ଜଗତପୁର ପୋଲିସ । ୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲା ପଦ୍ମପୁର ମୁତାରିଫା…

ଭୁବନେଶ୍ବରରେ କଙ୍ଗନା;ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ଫିଲ୍ମ ପ୍ରିମିୟର ଶୋ…

ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିଜ ଅଭିନୀତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ଶୋ ଦେଖିବେ। ପରେ ଦିଲ୍ଲୀ ଫେରିଯିବେ…

ରାଜ୍ୟସଭା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ…

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି। ରାଜ୍ୟ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ଆନୁଷ୍ଠାନିକ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସଭା…

FIR Against Khan Sir: ଏମିତି କହିଦେଲେ ଖାନ୍ ସାର୍…ଏବେ ହୋଇପାରନ୍ତି ବନ୍ଧା?

ପାଟନା: ବିହାରର ଜଣାଶୁଣା ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଖାନ୍ ସାରଙ୍କ ଅଡୁଆ ବଢିଛି । କୋଚିଂ ବିବାଦ ମାମଲାରେ ଏବେ ଗିରଫ ହୋଇପାରନ୍ତି ଖାନ୍ ସାର୍ । କଦମକୁଆନ୍ ପୋଲିସ ଷ୍ଟେସନରେ ଖାନ ଗ୍ଲୋବାଲ୍ ଷ୍ଟଡିଜ୍ ର ନିର୍ଦ୍ଦେଶକ ଫୈଜଲ ଖାନ ଓରଫ ଖାନ ସାରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପୋଲିସ…