ତାଲିବାନ ବି କୋହଲିଙ୍କ ପ୍ରଶଂସକ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଅନେକ ପ୍ରଶଂସକ ଦେଶ ଓ ବିଦେଶରେ ରହିଛନ୍ତି । କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ତାଲିବାନ ମଧ୍ୟରେ କୋହଲିଙ୍କ ଅନେକ ପ୍ରଶଂସକ ଅଛନ୍ତି । ତାଲିବାନର ବରିଷ୍ଠ ନେତା ଅନସ ହକ୍କାନୀ…